ବାହାନା ନାଳ ଜଳ ନିଷ୍କାସନରେ ପ୍ରତିବନ୍ଧକ ଦୂର ହେଲେ କୃତ୍ରିମ ବନ୍ୟା ରେ।କାଯାଇପାରିବ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ବାହାନା ନାଳ ଏକ ପୁରାତନ ନାଳ ଭାବେ ପରିଚିତ । ପୂର୍ବରୁ ୧୯୯୦ ବନ୍ୟା, ୧୯୯୯ ମହାବାତ୍ୟା ଓ ୨୦୧୩ରେ ଫାଇଲିନ ଭଳି ପ୍ରାକୃତିକ ବିପଯର୍ୟୟ ବେଳେ ବର୍ଷା ଜଳ ବ୍ରହ୍ମପୁର ମହାନଗର ନିଗମ ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହେ ।ଇଥିଲା । ରାଜ୍ୟ ସରକାର ବାହାନା ନାଳକୁ ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ବ୍ରହ୍ମପୁର ମହାନଗର ମଧ୍ୟରେ ପ୍ରବାହିତ ବାହାନା ନାଳ ଅ ।ମ୍ବଗଡ଼ ନିକଟରୁ ବାହାରି ବଙ୍ଗେ ।ପସାଗରରେ ମାର୍କଣ୍ଡି ଗ୍ରାମ ନିକଟରେ ମିଶିଛି । ଏହି ନାଳର ଦୈଘର୍ୟ ପ୍ରାୟ ୩୩ କିଲେ ।ମିଟର । ଏହା ବ୍ରହ୍ମପୁର-ହିଞ୍ଜିଳି ଜାତୀୟ ରାଜପଥ ନଂ ୫୬କୁ ଅତିକ୍ରମ କରି ବ୍ରହ୍ମପୁର ସହରର ସେ ।ମନାଥ ନଗର, ହର୍ଷ ବିହାର, ସୁରଜ ବିହାର, ଲେ ।ଚାପଡ଼ା, ଗେ ।ବିନ୍ଦ ବିହାର, ଭାବିନୀପୁର, ସିଦ୍ଧାର୍ଥନଗର, ବିଜୟ ବିହାର, ବାସୁଦେବ ନଗର, ଅଳକାପୁରୀ, ଖେ ।ଡ଼ାସିଙ୍ଗି ଅଞ୍ଚଳ ହେ ।ଇ ଏହା ପ୍ରବାହିତ ହେବା ସହ ବ୍ରହ୍ମପୁର ମହାନଗର ମଧ୍ୟରେ ଏହାର ଦୈଘର୍ୟ ପ୍ରାୟ ୧୩ କିମି ରହିଛି । ଏହା ସହିତ ବ୍ରହ୍ମପୁର ମହାନଗରରୁ ଏହା ଅ ।ଙ୍କୁଲି, ଗଉଞ୍ଜୁ, ଜଳେଶ୍ୱରଖଣ୍ଡି, ବୁରୁକୁଡ଼ି, ଗଉଞ୍ଜୁ ତାମ୍ପରା, କୀର୍ତ୍ତିପୁର, ଲାଉଡ଼ିଗାଁ, କେଲୁଅ ।ପଲ୍ଲୀ, ତୁଳୁ, ଇନ୍ଦ୍ରାକ୍ଷୀ ଗ୍ରାମ ନିକଟ ଦେଇ ପ୍ରବାହମାନ ହେବା ସହ ମାର୍କଣ୍ଡି ନିକଟ ବଙ୍ଗେ ।ପସାଗରରେ ଏହା ପତିତ ହେ ।ଇଛି । ବାହାନା ନାଳ ପୁନରୁଦ୍ଧାର ପାଇଁ ଜଳସେଚନ ବିଭାଗ ଅଧିନରେ ଥିବା ଜଳ ନିଷ୍କାସନ ବିଭାଜନ (ଡ୍ରେନେଜ ଡିଭିଜନ)କୁ ଦାୟିତ୍ୱ ଦେବା ପରେ କୃତ୍ରିମ ବନ୍ୟାକୁ ରେ ।କାଯାଇପାରିଛି ଏବଂ ଜଳ ନିଷ୍କାସନ ହେ ।ଇପାରିଛି । ଏହି ନାଳ ସହରର ମଇଳା ପାଣି, ଅ ।ବର୍ଜନା, ମେଡିକାଲ ବଜର୍ୟବସ୍ତୁ, ପ୍ଳାଷ୍ଟିକ୍ ଜରି ଓ ଜନସାଧାରଣଙ୍କ ବଜର୍ୟବସ୍ତୁ ଦ୍ୱାରା ସବୁବେଳେ ପେ ।ତି ହେ ।ଇପଡ଼ିବା ସହ ମଇଳା ପାଣି ନିଷ୍କାସନ ହେବାରେ ବାଧା ଉପୁଜୁଛି । ତେବେ ଏସବୁକୁ ଅ ।ଖି ଅ ।ଗର ରଖି ବାହାନା ନାଳର ବନ୍ୟା ନିୟନ୍ତ୍ରଣ ପାଇଁ ପୁନରୁଦ୍ଧାର ନିମନ୍ତେ ୨୦୧୫-୧୬ ଅ ।ର୍ଥିକ ବର୍ଷରେ ୨୨ କେ ।ଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ନଂ ୧୪ ପିଅ ।ଇ/୨୦୧୫-୧୬ରେ ଚୁକ୍ତିନାମା ହେ ।ଇଥିଲା । ଏହି ଅନୁଯାୟୀ ବାହାନା ନାଳର ୧୧ କିମି ମଧ୍ୟରେ ଉଭୟ ପାଶ୍ୱର୍କୁ ଚଉଡ଼ା ଓ କଙ୍କ୍ରିଟ କରାଗଲା । ବ୍ରହ୍ମପୁର ସହର ମଧ୍ୟରେ ଏହି ନାଳର ୬ କିମି ବ୍ୟାପି ସୁରକ୍ଷା ପ୍ରାଚୀର ଉଭୟ ପାଶ୍ୱର୍ରେ ନିର୍ମାଣ ସହ ଶକ୍ତି ନଗର, ବିଜୟ ବିହାର, ବାସୁଦେବ ନଗର, ଗଜପତି ନଗର, ଅଳକାପୁରୀ ଓ ଖେ ।ଡ଼ାସିଙ୍ଗି ଭିତରେ ୬ଟି ଛେ ।ଟ ବଡ଼ ସେତୁ ନିର୍ମାଣ କରାଯାଇଛି । ନାଳ ପାଶ୍ୱର୍ର ତଦାରଖ ନିମନ୍ତେ ପ୍ରଦକ୍ଷଣ ରାସ୍ତା ମଧ୍ୟ ନିର୍ମାଣ କରାଯାଇଥିଲେ ମଧ୍ୟ ଗେ ।ପାଳପୁର ଜଙ୍କସନ ଓଭରବ୍ରିତ ତଳେ ଯାଉଥିବା ବାହାନା ନାଳରେ ପିଏଚଡି ଦ୍ୱାରା ପାଇପ ଲାଇନ ବିଛାଯାଇଥିବାରୁ ବର୍ଷାଜଳ ନିଷ୍କାସନରେ ବାଧା ଉପୁଜୁଛି । ଏହାବ୍ୟତୀତ ଲେ ।ଚାପଡ଼ା ଓଭରବ୍ରିଜ୍ ତଳେ ଏଲଏନଟି ପକ୍ଷରୁ ଅନାଶୟରେ ଦୁଇଟି ପାଇପ୍ ବିଛାଯାଇଛି । ଫଳରେ ସେଠାରେ ମଧ୍ୟ ଜଳ ନିଷ୍କାସନ ହେବାରେ ସମସ୍ୟା ଉପୁଜୁଛି । ଏଠାରୁ ଗେ ।ଟିଏ ଅଲେ ।ଡ଼ା ପାଇପ ହଟାଇଦେଲେ ସମସ୍ୟା ସମାଧାନ ହେ ।ଇପାରିବ । ବିଦ୍ୟୁତପୁର କଲେ ।ନୀ ଓ ନୀଳାଞ୍ଚଳ ନଗରକୁ ସଂଯେ ।ଗ ପାଇଁ ଏକ ଓଭରବ୍ରିଜ୍ କାଯର୍ୟ ଚାଲିଥିବାରୁ ତା’ ତଳେ ଥିବା ମାଟିବନ୍ଧ ଦ୍ୱାରା ଜଳ ନିଷ୍କାସନ ହେ ।ଇପାରୁନାହିଁ । ଏହି ମାଟିବନ୍ଧକୁ ହଟାଇଦେଲେ ଉକ୍ତ ସମସ୍ୟା ଦୂର ହେ ।ଇପାରିବ । ଏହି ନାଳ ଦେଇ ବିଏମସି ଓ ପଞ୍ଚାୟତର ବହୁ ଅଞ୍ଚଳ ଅତିକ୍ରମ କରୁଛି । ଫଳରେ ପଞ୍ଚାୟତ ଅଞ୍ଚଳରେ ଗୃହ ନିର୍ମାଣ କାଯର୍ୟ କୌଣସି ନିୟମ କାନୁନ ନଥିବା ଯେ ।ଗୁଁ ଜଳ ନିଷ୍କାସନ ପ୍ରତିବନ୍ଧକ ସୃଷ୍ଟି ହେଉଛି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଜିଲା କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କଲେ ଅ ।ଗାମୀ ଦିନରେ ବାହାନା ନାଳର ଜଳ ସଠିକ୍ ଭାବେ ନିଷ୍କାସିତ ହେ ।ଇପାରିବ ବେ ।ଲି ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଅ ।ବାହକ ରବି ରଥ ମତ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବ୍ରହ୍ମପୁର ମହାନଗର କର୍ତ୍ତୃପକ୍ଷଙ୍କ ତଦନ୍ତ ଅନୁଯାୟୀ ଏହି ନାଳରେ ୫ଟି ଉଚ୍ଚ ସେତୁ ଅ ।ବଶ୍ୟକ । ଏହି ସବୁ ସେତୁ ନୀଳାଚଳ ନଗର, ଅଳକାପୁରୀ, ପୁରୁଷେ ।ତ୍ତମ ନଗର, ଶରଧାବାଲି ଓ ବୁରୁକୁଦି ଅଞ୍ଚଳରେ ନିର୍ମାଣ ହେବା କଥା । ଏ ସମ୍ପର୍କରେ ବ୍ରହ୍ମପୁର ମହାନଗର କାଯର୍ୟାଳୟ ଠାରେ ଗଞ୍ଜାମ ଜିଲାପାଳଙ୍କ ଉପସ୍ଥିତିରେ ଏକ ରିଭ୍ୟୁ ବୈଠକ ଅନୁଷ୍ଠିତ ହେ ।ଇ କେବଳ ଅଳକାପୁରୀ, ପୁରୁଷେ ।ତ୍ତମନଗର ଓ ବୁରୁକୁଦି ଠାରେ ଉଚ୍ଚ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ହେ ।ଇଛି । ଅପରପକ୍ଷରେ ଅନ୍ୟ ଦୁଇ ସେତୁର ମଧ୍ୟ ଅ ।ବଶ୍ୟକତା ରହିଛି । ବହୁ ବର୍ଷ ତଳୁ ବ୍ରହ୍ମପୁରର ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହେ ।ଇଥିବା ବେଳେ ବାହାନା ନାଳ ଉପର ସ୍ତରରେ ନାଳ ପାଣି ନିଷ୍କାସନ ହେବାରେ ବାଧା ଉପୁଜିଥାଏ ।
ବ୍ରହ୍ମପୁରର ଡ୍ରେନେଜ ବ୍ୟବସ୍ଥା ସଜାଡ଼ିବା ପାଇଁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏକ ବୈଠକ ଡ଼ାକିଥିଲେ । ଏହି ବୈଠକରେ ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗର ବରିଷ୍ଠ ଅଧିକାର ଯେଗାଦେଇ ଅ ।ଲେ ।ଚନାରେ ଅଂଶଗ୍ରହଣ କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଗଜପତି ନଗର, ନୀଳାଞ୍ଚଳ ନଗର, ବାସୁଦେବ ନଗର, ଶରଧାବାଲି ଓ ବ୍ରଜ ନଗର ପ୍ରଭୃତି ସହର ତଳି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାର ନିରାକରଣ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ ।