ବାହୁବଳୀ ବିଧାୟକ ଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ)ମିିଳିଲା ବାହୁବଳୀ ବିଧାୟକ ଙ୍କୁ ଜାମିନ କନିଷ୍ଠ ଯନ୍ତ୍ରୀ ଜୟନ୍ତ ଶବର ଙ୍କୁ ଉଠ ବସ କରାଇବା ଘଟଣା ରେ ପାଟଣାଗଡ ବିଧାୟକ ସରୋଜ ମୋହର ଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜିଏମ କୋର୍ଟ ରୁ ଦୁଇ ଜଣ ଜାମିନ ଦାର ଏବଂ ୨୫ ହଜାର ଟଙ୍କା ବଦଳ ରେ ସରୋଜ ଙ୍କୁ କୋର୍ଟ ରୁ ମିଳିଛି ଜାମିନ । ଏଥି ସହିତ ତଦନ୍ତ ରେ ସହଯୋଗ କରିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛି ଗତ ୧ ତାରିଖରେ ଜାମିନ ଆବେଦନ ର ଶୁଣାଣି ହୋଇଥିବା ରୁ କୋର୍ଟ କୈଣସି ନିଷ୍ପତି ନେଇପାରି ନଥିଲେ । ସତ୍ୟ ପାଠ ଦାଖଲ କରିବା ପାଇଁ ଉଭୟ ଜେଇ ଓ ତ୍ୟାଙ୍କ ପତ୍ନୀ ସମୟ ମାଗିଥିଲେ ଏହା ପରେ କୋର୍ଟ ର ନିର୍ଦ୍ଦେଶ ରେ ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଥିଲା ସୂଚନା ଥାଉ କି ରଜ୍ୟ ର ସମସ୍ତ ବିଧାୟକ ଓ ସାଂସଦ ଙ୍କ ବିରୁଧ ରେ ଥିବା ମାମଲା ଗୁଡିକର ଯଥା ଶୀଘ୍ର ଶୁଣାଣି କରିବା ପାଇଁ ଭୁବନେଶ୍ୱରର ସ୍ୱତନ୍ତ୍ର ଜର୍ଜ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।ସେଥିପାଇଁ ଏହି ମାମଲା କୁ ପାଟଣଆଗଡ ଏଡିଜେ କୋର୍ଟ ରୁ ଭୁବନେଶ୍ୱର ସ୍ଥାନନ୍ତରିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ