ବିଜୁଜନତାଦଳ ଓ ଯୁବମଂଚ ପକ୍ଷରୁ ପ୍ରବାଦପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା : ବିଜୁ ଜନତା ଦଳ ଓ ଜିଲ୍ଲା ଯୁବସେବା ମଂଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ମଂଚର ପ୍ରତିଷ୍ଠାତା ସମ୍ପାଦକ ଗୋପାଳ ଚରଣ ମହାପାତ୍ରଙ୍କ ନେତୃତ୍ୱରେ ଏବଂ ମଂଚର ଉପସଭାପତି ହିରଣ୍ୟ କୁମାର ପଣ୍ଡାଙ୍କ ପୈାରହିତ୍ୟରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଗୁରୁବାର ସକାଳେ ପାଳିତ ହୋଇଯାଇଛି । ଏହି ଅବସରରେ ଡାକ୍ତରଖାନା ଛକରେ ଥିବା ସୂର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ପୂର୍ବତନ ନଗରପାଳ ଧିରେନ କୁମାର ସାହୁ, ଜିଲ୍ଲା ବିଜେଡି ମହିଳା ସଭାପତି ସ୍ନେହପ୍ରଭା ତ୍ରିପାଠୀ, ମିଡିଆ ସେଲ ସଂଯୋଜକ ଦେବଦାସ ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ମୀର ନସୁର, ସେକ ମତୁ, ମହମ୍ମଦ ସେକ ଇନାୟତ(ଚନ୍ଦନ), ସେକ ଗୋଫ୍ରାନ, ସାହେବ ସାହିଲ ରାଉତ, ବିଜୟ ମଣ୍ଡଳ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମହେନ୍ଦ୍ର ମିଶ୍ର, ରେବତୀରମଣ ଦାସ, ମଗା ବାରିକ, ବାବୁଲି ମାହାଳିକ, ମନୋଜ ସିଂହ, ଗିରିଶ ଚନ୍ଦ୍ର ମହାପାତ୍ର, ବିଶ୍ୱ ପ୍ରତାପ ସିଂହ, ସୁରେନ୍ଦ୍ର ବେହେରା, ଚଗଲା ଭୋଇ, ବାବୁ ଭୋଇ, ଭୀମସେନ ବେହେରା, ଚିତ୍ତରଞ୍ଜନ ମହାପାତ୍ର, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଶକ୍ତିକାନ୍ତ ପାତ୍ର, ରଞ୍ଜିତକୁମାର ସାହୁ, ଦୁର୍ଗା ପ୍ରସାଦ ପତି, ଗୋଲଖ ଚନ୍ଦ୍ର ପଢିଆରୀ, ନାରାୟଣ ସାହୁ, ଦାମୋଦର ପାତ୍ର, ଉପଦେଷ୍ଟା ମନୋଜ କୁମାର ଦାସ, ମାନସ କୁମାର ସାହୁ, ମାନସ ରଞ୍ଜନ ଦାସ, ଅମୀତ ସ୍ୱାଇଁ, କଲ୍ୟାଣୀ ଭଗତ, ସେକ ରିଆଜୁଦିନ, ସାବୀର ଖାନ, ମନୋରଞ୍ଜନ ସାହୁ, ବିଜୟ କୁମାର ପତି, ଶ୍ରୀକାନ୍ତ ପଣ୍ଡା, ଗୈାତ୍ତମ ସ୍ୱାଇଁ, ରଞ୍ଜନ ସାହୁ, ଗୁରୁ ଚରଣ ପଢିଆରୀ, ସଞ୍ଜୟ କୁମାର ଜେନା, କିଶୋର ଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ମେକାପ, ଧର୍ମରାଜ ସିଂହ, ସେକ ଅକମଲ, ଗୀତା ସେଠୀ, ବାବୁନି ମିଶ୍ର, ଭବିଶ ବିଶ୍ୱାଳ, ଭବାନୀ ପ୍ରସାଦ ଗୋଛାୟତ, ସମାଜସେବୀ ଗୋପିନାଥ ବାରିକ, ହେମନ୍ତ କୁମାର ଜେନା, ମଙ୍ଗଲବରଣ ସିଂହ, ଦେବେନ୍ଦ୍ର ସାହୁ, ସୁବାଷ ଚାନ୍ଦ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ସୂର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଯୁବନେତା ସରୋଜକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ