ବିଜେଡ଼ି ଦଳର ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଯୋନ- ୯ରେ ଆଜି ମାନ୍ୟବର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଦ୍ଵାରା ବିଜେଡ଼ି ଦଳର ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନଟ ହୋଇଛି।ଏହି କାର୍ଯ୍ୟକ୍ରମ ରେ ମୋହନା ବ୍ଲକ ଯୋନ ୯ର ପାର୍ଥି ଙ୍କ ସମେତ ବିଜେଡି ଜିଲା ସଭାପତି ପ୍ରଦୀପ କୁମର ନାୟକ, ଏମ, ଜଗଦୀଶ ରାଓ, ଦଣ୍ଡାସି ସାହୁ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଅନେକ ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଅନେକ ବିଜେଡି ପାର୍ଥି ଉପସ୍ଥିତ ରହି ନବୀନ ବାବୁଙ୍କ ହାତ ମୁଠା ଟାଣ କରି ଉନ୍ନତି ମୂଳକ କାର୍ଯ୍ୟ ଚାଲୁ ରଖିବା ସହ ସମସ୍ତ କର୍ମୀ ଏକ ହୋଇ ବିରୋଧୀ ଙ୍କୁ ହରାଇ ବାକୁ ଗୁରୁ ମନ୍ତ୍ର ଦେଇଥିଲେ । ଏହି ଉଦଘାଟନ ଉତ୍ସବରେ ରାମ ଦଲବେହେରା ଙ୍କ ସମେତ ଜିଲା ସ୍ତରୀୟ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ