ବିଜେଡ଼ି ପାର୍ଥିନି ଲଷ୍ମୀପ୍ରିୟା ନାୟକଙ୍କୁ ସ୍ୱାଗତ କଲେ ଅଞ୍ଚଳ ଜନସାଧାରଣ
ଚିତ୍ରକୋଣ୍ଡା, (ବିମଲକିଶୋର ମିଶ୍ର): ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପାର୍ଥି ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ସ୍ବାଗତ ସମ୍ବଦ୍ଧନା ଗୋବିନ୍ଦ ପଲ୍ଲୀ ଛକରେ ଦେଇଥିଲେ, ସେଠାରୁ ଲଷ୍ମୀପ୍ରିୟାଙ୍କୁ ବିଜେଡ଼ିର କର୍ମକ୍ରତା ମାନେ ବିଶାଳ ରାଲ୍ଲି କରାଇ ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ନେଇଥିଲା, ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନା ଗୁଡିକୁ ମୂଖ୍ୟ ପ୍ରସଙ୍ଗ କରି ବିଜେଡ଼ି ଏଥର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଲଢ଼ିବ ବୋଲି କହିଥିଲେ ଲଷ୍ମୀପ୍ରିୟା କହିହିଲେ, ବିଜେଡି ଓ ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପାଖରେ ରହିଛି ଓ ରହିବ ବୋଲି ଏଠାରେ କହିଥିଲେ


