ବିଜେଡି ଘୋଷଣା କଲା ପାର୍ଥୀ ତାଲିକା, ପାରାଦୀପରୁ ସମ୍ବିତ ରାଉତରାୟ
ଆଜି ବିଜେଡିର ବିଧାନସଭା ଲାଗି ପାର୍ଥୀ ତାଲିକା ଘୋଷଣା କରିଛି ।
ପୁରୀ- ମହେଶ୍ବର ମହାନ୍ତି
ଜଟଣୀ- ବିଭୁତି ବଳବନ୍ତରାୟ
ପାରାଦୀପ- ସମ୍ବିଦ ରାଉତରାୟ
ତିର୍ତ୍ତୋଲ- ବିଷ୍ଣୁ ଦାସ
ରାଜନଗର- ଧୃବ ସାହୁ
ବାରବାଟି କଟକ- ଦେବାସିସ ସାମନ୍ତରାୟ
କଟକ ସଦର – ଚନ୍ଦ୍ର ସାରଥୀ ବେହେରା
ଜଳେଶ୍ୱର- ଅଶ୍ୱିନ ପାତ୍ର
ଭଦ୍ରକ- ସଞ୍ଜିବ ମଲ୍ଲିକ
ବଡଚଣା- ଅମର ପ୍ରସାଦ ଶତପଥୀ
ରେଙ୍ଗାଲି- ଲୀନା ତନ୍ତୀ
ଜସିପୁର- ଗୋଲକ ନାୟକ
ଇାଲେଶ୍ୱର-ଜୀବନ ପ୍ରଦୀପ୍ତ ଦାସ
ଉଦଳା- ଶ୍ରୀନାଥ ସୋରେନ