ବିଜେଡି ଛାଡି ବିଜେପି ରେ ଯୋଗ ଦେଲେ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ଶଙ୍ଖ ଛାଡି ପଦ୍ମ ଦଳରେ ସାମିଲ ହୋଇଛନ୍ତି । ସେ ବିଜେଡି ଦଳର ଟିକେଟ ବଣ୍ଟାରେ ଅସନ୍ତୋ୍ଷ ପ୍ରକାଶ କରି ସେ ଦଳ ଛାଡିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡି ଅନ୍ୟଦଳରେ ସାମିଲ ହୋଇଥିବାରୁ କିଛି ଦଳକୁ ଝଟକା ଲାଗିଛି । ବିଜେଡି ଦଳର ଟିକେଟ ବଣ୍ଟାକୁ କେନ୍ଦ୍ରକରି କିଏ ଦଳ ଛାଡୁଛନ୍ତି ତ କିଏ , ଟିକେଟ ନପାଇ ଦଳ ତ୍ୟାଗ କରୁଛନ୍ତି । ଆଜି ଗୋଟିଏ ଦିନରେ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ,ଓ ଯାଜପୁର ମୋହନ ଜେନା ବିଜେଡି ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ବିଦ୍ଧିବଧ ଭାବେ ଯୋଗ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ