ବିଜେଡି ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କୁ ସମ୍ବର୍ଦ୍ଧନା
ନୟାହାଟ (ଯୁଗାଦ୍ଧ ନ୍ୟୁଜ): କାକଟପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କୁ ସୋମବାର ସଂଧ୍ୟାରେ ନୟାହାଟ ବଜାରରେ ବିଜେଡି କର୍ମୀମାନେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଗୋପ ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତିରଞ୍ଜନ ନାୟକ, ଦେସ୍ଥଳୀ ସରପଞ୍ଚ ମୋହନ ନାୟକ, କୁଲୁମ ମହାନ୍ତି, ଜଙ୍ଗଳବୋରୀ ପଞ୍ଚାୟତ ସଭାପତି କାହ୍ନୁଚରଣ ସାହୁ, ଧୂମାଳର ତନ୍ମୟ ମହାନ୍ତି, ଈଷାଣପୁର ସରପଞ୍ଚ ସୁଲୋଚନା ସେଠୀ, ଯୁବନେତା ତ୍ରିଲୋଚନ ସ୍ୱାଇଁ, ଯୋଗେନ୍ଦ୍ର ସାହୁ ପ୍ରମୁଖ ଶତାଧିକ ବିଜେଡି ବାଣ ଫୁଟାଇ ବିଧାୟକ ଶ୍ରୀ ସେଠୀଙ୍କୁ ସ୍ୱାଗତ କରିବାସହ ଶ୍ରୀ ସେଠୀଙ୍କୁ ଜିତାଇବା ପାଇଁ ଶପଥ ନେଇଥିଲେ ।


