ବିଜେଡି ରେ ମିଶିଲେ ବିଜେପି କର୍ମୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ରାୟଗଡ ବ୍ଲକ୍ ର ଲାଇଲାଇ ଅଞ୍ଚଳରେ ବରିଷ୍ଠ ବିଜେପି ବା କାର୍ଯ୍ୟକର୍ତ୍ତା ବୁଧୀଆ ଶବର ଓ ରଞ୍ଜିତ କାର୍ଜୀ ଙ୍କ ନେତୃତ୍ଵରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ବିଜେପି ଦଳ ଛାଡି ବିଜେଡି ଦଳ ସୁପ୍ରିମୋ ନବୀନବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ଯୋଗଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ସମୟରେ ବିଜେଡି ର ନେତା ଅନ୍ତର୍ଯ୍ୟାମି ଗମାଙ୍ଗ, ଆର.ବିଜୟ କୁମାର ଓ ମହିଳା ଜିଲ୍ଲା ସଭାପତି ପୂର୍ଣ୍ଣବାସି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ