ବିଜେପିରେ ମିଶିବେ ବିଜୟ !

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯତେିକି ପାଖେଇ ଆସୁଛି ରାଜ୍ୟରେ ନେତାଙ୍କର ଦଳ ବଦଳ ସେତିକି ପରିମାଣରେ ବଢିଚାଲିଛି । କିଏ ଟିକେଟ ନପାଇ ଦଳ ଛାଡୁଥିବା ବେଳେ ଆଉ କିଏ ଦଳର ସୁପ୍ରିମୋଙ୍କୁ ବିରୋଦ୍ଧ କରି ଅନ୍ୟ ଦଳରେ ଟିକେଟ ପାଇବା ଆଶାରେ ସାମିଲ ହେଉଛି ।ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ବିଜେପି ଛାଡିଥିବ ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣିଥରେ ବିଜେପିକୁ ଫେରିବା ନେଳ୍ରାଜନୈତିକ ମହଲରେ ଆଲୋଚନା ହେଉଛି । ସୁଚନା ଥାଉକି ଆଜି ବିଜେପି ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେଭି ସିଂ ଦେଓ ବିଜୟ ମହାପାତ୍ରଙ୍କ ନୟାପଲ୍ଲି ସ୍ଥିତ ବାସଭବନରେ ସାକ୍ଷାତ କରିବା ପରେ ପୁଣିଥରେ ବିଜେପିକୁ ଫେରିବେ କି ବିଜୟ ଏନେଇ ବିଜୟଙ୍କ ସମର୍ଥକଙ୍କ ମହଲରେ ଉନ୍ମଦନା ବଢିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ