ଦୁବାଇରେ ମେଟା ପଲିକ କନକ୍ଲିଟ ଅନୁଷ୍ଠିତ

ମାର୍ଚ୍ଚ ୧୬ ଓ ୧୭ ତାରିଖରେ ଦୁଇଦିନ ଧରି ଦୁବାଇ ରେ ମେଟା ପଲିକ କନକ୍ଲିଟ୍ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏସିଆ ମହାଦେଶର ୨୫ ଟି ଦେଶ ଅଂଶ ଓ ୨୫୦ ରୁ ଅଧିକ କର୍ମକତ୍ତା ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମଧୁମେହ ରୋଗ ବିଶେଷ ସୁନିଲ କୋଠାରି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଗର୍ଭାବସ୍ତାରେ ଅତ୍ୟଧିକ ଥାଇରଏଡ ହରମୋନ ଥିବା ଅବସ୍ଥାରେ ଚିକିସ୍ରା ସମ୍ବନ୍ଧରେ ନିଜର ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ