ବିଜେପିର ମିଶ୍ରଣ ପର୍ବ

ବୁଗୁଡା (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ରେ ବିଜେପିର ମିଶ୍ରଣ ପର୍ବ ବଳଦେବ ମନ୍ଦିର ପ୍ରାଙ୍ଗଣରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।।ବହୁ ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି।ବୁଗୁଡା ବ୍ଲକର ପୂର୍ବତନ ଅଧକ୍ଷ୍ୟ ରାମନାରାୟଣ ସାହୁ,ବୁଗୁଡା ଏନ୍.ଏ.ସି ର ପୂର୍ବତନ ନଗରପାଳ ଶିବପ୍ରସଦ ଦାସ ,କଂଚୁଲି ପଂଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁ ପ୍ରଧାନ,ହଟିକୋଟ ପଂଚାୟତର ପୂର୍ବତନ ସମିତିସଭ୍ୟ ,ବୁଗୁଡା ଏନ୍.ଏ.ସିର ପୂର୍ବତନ କାଉସିଲ୍ର ସୁଯ୍ୟନାରାୟଣ ମହାନ୍ତି,ଗୋଲବନ୍ଦ ପଂଚାୟତର ପୂର୍ବତନ ସରପଞ୍ଚ ସୁଶୀ ଡାକୁଆ ,ଓ ବୋହୁ ବିଜେଡି ର ଆଗଧାଡ଼ିର କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି।ବିଜେପି ର ବିଧାୟକ ପ୍ରାର୍ଥି ଗୋକୁଳାନନ୍ଦ ମଲ୍ଲିକ ,ଅସ୍କା ଲୋକସଭା ର୍ପ୍ରାଥିନୀ ଅନିତା ପ୍ରିୟ ଦର୍ଶିନି ,ପୂର୍ବତନ ବିଧାୟକ ନିରଂଜନ ପ୍ରଧାନ ,ପୂର୍ବତନ ଅର୍ଥ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ,ସମାଜ ସେବୀ ପ୍ରଭାକର ପଣ୍ଡା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ