ବିଜେପିର ମିଶ୍ରଣ ପର୍ବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଲକ୍ ଦୟାନିଧିପୁର ପଞ୍ଚାୟତ ର ସ୍ୱାଧୀନ ସରପଞ୍ଚ ପ୍ରାଥୀନି ସନ୍ତୋଷିନୀ ତାରିଣୀ, ସ୍ୱାଧୀନ ପ୍ରାଥୀନି ସମିତି ସଭ୍ୟା ପ୍ରାଥୀନି ସୁଚରିତା ସାବତ ବିଜେପିରେ ଯୋଗ ଦେଇଛନ୍ତି l ୬୧ ନମ୍ବର ଜୋନ ର ଜ଼ିଲ୍ଲା ପରିଷଦ ପ୍ରାଥୀ ପ୍ରଭାକର ପାଣିଗ୍ରାହୀ ଏବଂ କଙ୍କୋରଡା ଗ୍ରାମର ଯୁବ ନେତା ସଞ୍ଜୟ ପରିଡା ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ଯୁବ ନେତା ପ୍ରଦୀପ କୁମାର ପତ୍ରୀ ଙ୍କ ନେତୃତ୍ୱ ରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ରେ ଅନୂପରଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ସଞ୍ଜୟ ଜେନା, ନୀଳାମ୍ବର ଡାକୁଆ, ସନ୍ତୋଷ ସାବତ, ସିମାଞ୍ଚଳ ବେହେରା, ନାରାୟଣ ବେହେରା, କାର୍ତ୍ତିକ ଡାକୁଆ, ବାଳକୃଷ୍ଣ ଡାକୁଆ, ସତ୍ୟବାନ ଜେନା, ତୋଫାନ ତାରିଣୀ, ଏବଂ ଧରାକୋଟ ର ବରିଷ୍ଠ ନେତା ହର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ