ବିଜେପି ଘୋଷଣା କଲା ପାର୍ଥୀ ତାଲିକା , ପାଟକୁରାରୁ ଲଢିବେ ବିଜୟ
ଆଜି ବିଜେପି କେଦ୍ରୀୟ ନର୍ବାଚନ କମିଟି ଓଡିଶାରେ ହେବାକୁ ଥିବା ସାଧାରଣ ନର୍ବାଚନ ପାଇଁ ୧୧ଟି ବିଧାନସଭା ଓ ୩ଟି ଲୋକସଭା ପାଇଁ ପାର୍ଥୀ ଘୋଷଣା କରିଛି ବିଜେପି । ଓଡିଶାରେଥିବା ୧୪୭ଟି ବିଧାନସଭା ଆସନରୁ୧୪୨ଟି ବଧାନସଭା ଆସନ ପାଇଁ ନାମ ଘୋଷଣା ସରିଥିବା ବେଳେ ୨୧ଟି ଲୋକସଭା ଆସନ ମଧ୍୍ୟରୁ ୨୦ଟିରେ ପାର୍ଥୀ ଘୋଷଣା କରିସାରିଛି । ନିକଟରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କର ନିଜର ନର୍ବାଚନ ମଣ୍ଡଳୀ ପାଟକୁରା ବିଧସଭା ଆସନରୁ ଦଳ ପାର୍ଥ କରିଛି । ତା ସହିତ ସିନେ ଅପରାଜିତା ମହାନ୍ତି ଙ୍କୁ ଭୁବନେଶ୍ବର ଉତ୍ତର ଆସନରୁ ପାର୍ଥୀ କରୀଯାଇଛି ।
ଲୋକସଭା:
ଭଦ୍ରକ: ଅଭିମନ୍ୟୁ ସେଠୀ
ମୟୂରଭଞ୍ଜ: ଯନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ଯାଜପୁର: ଅମିୟ ମଲ୍ଲିକ
ବିଧାନସଭା:
ଭୁବନେଶ୍ୱର ଉତ୍ତର: ଅପରାଜିତା ମହାନ୍ତି
ପାଟକୁରା: ବିଜୟ ମହାପାତ୍ର
ଆନନ୍ଦପୁର: ଆଲୋକ ସେଠୀ
ମୋରଡ଼ା: ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର
ନୀଳଗିରି: ସୁକାନ୍ତ ନାୟକ
ଆଠଗଡ଼: ବ୍ରଜେନ୍ଦ୍ର ରାୟ
ପୁରୀ: ଜୟନ୍ତ ଷଡ଼ଙ୍ଗୀ
ରାଇରଙ୍ଗପୁର: ନବଚରଣ ମାଝୀ
ଆଠମଲ୍ଲିକ: ଭାଗୀରଥୀ ପ୍ରଧାନ
ବାଙ୍କୀ: ଶୁଭ୍ରାଂସୁ ଶେଖର ପାଢ଼ୀ
ମହାକାଳପଡ଼ା: ବିଜୟ ପ୍ରଧାନ


