ବିଜୟ ପ୍ରଧାନଙ୍କ ବିୟୋଗରେ ସ୍ମତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବିଜେପି ନେତା ବିଜୟ ପ୍ରଧାନଙ୍କ ବିୟୋଗରେ ମହାକାଳପଡ଼ା ବିକାଶ ମଞ୍ଚ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିକାଶ ମଞ୍ଚର ସଭାପତି ତଥା ପରିବେଶବିତ କାଶୀନାଥ ରାଉତରାୟ, ସମ୍ପାଦକ ବିଚିତ୍ର କୁମାର ବାରିକ, ଉପଦେଷ୍ଟା ଶିକ୍ଷାବିତ ପ୍ରଣବ କୁମାର ଜେନା, ମଞ୍ଚର ସଦସ୍ୟ ଧନେଶ୍ୱର ସେଠୀ, ଭାଗିରଥି ନନ୍ଦ, ଅଜୟ କୁମାର ପରିଡ଼ା, ଅଭିନ୍ନ ନାୟକ, ପବିତ୍ର ପରିଡ଼ା, ନିରଞ୍ଜନ ଓଝା, ଶ୍ରୀକାନ୍ତ ଜେନା, ପ୍ରଦୀପ ଦାସ, ଆଇନ୍ଜୀବୀ ଶୁଭେନ୍ଦୁ ରାଉତରାୟ, ଅକ୍ଷୟ କୁମାର ନାଥ, ନଳିନୀ ପ୍ରଧାନ, ଚିତ୍ତରଞ୍ଜନ ଦାସ, ବିବେକାନନ୍ଦ ଜେନା, ନିରୋଜ ନଳିନୀ ପ୍ରଧାନ, କମଳଲୋଚନ ବାରିକ, କଲ୍ୟାଣ ସାହୁ, ସୁକାନ୍ତ ଦାସ, କବି ହେମନ୍ତ ଜେନା ଓ ପବିତ୍ର ମାଇତି ପ୍ରମୁଖ ଯୋଗଦେଇ ଗଭୀର ଶୋକବ୍ୟକ୍ତ କରିବା ସହ ସ୍ମୃତିଚାରଣ କରିଥିଲେ ।