ବିଡିଓଙ୍କୁ ନପାଇ ଫେରିଲେ ଦିବ୍ୟାଙ୍ଗ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ଦିବ୍ୟାଙ୍ଗ ମାନେ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ କରିବାକୁ ଯାଇଥିବା ବେଳେ ବ୍ଲକରେ ବିଡିଓଙ୍କୁ ନପାଇ ନିରାଶରେ ଫେରିଥିବା ଜଣାଯାଇଛି । ବ୍ଲକ ଭିନ୍ନକ୍ଷମ ସଂଘର ସଭାପତି ପ୍ରଦୀପ ଜେନା, ଉପସଭାପତି ରାମେଶ୍ୱର ରାଉତ, ଲକ୍ଷ୍ମୀଧର ଦାସ, କୀର୍ତ୍ତନ ବାରିକ, ଗୋପାଳ ଖିଲାର, ନିରାକର ଜେନା, ମୀର ମୋବିନ୍ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହାୟତା, ଡି.ଆର.ଆଇ ଋଣ, ଅନ୍ତୋର୍ଦ୍ଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବୀ ନେଇ ବ୍ଲକକୁ ଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ