ବିଦାୟ ନେଲେ ମା ଧନ ଦାତ୍ରି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହାଇସ୍କୁଲ୍ ଛକ ନିକଟରେ ଗଣେଷ ବଣିକ ସଂଘ ପକ୍ଷରୁ ଧୁମ୍ ଧାମରେ ପାଳନ ହେଇଛି ମା ଗଜଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା ଦୁଇ ବର୍ଷ କୋଭିଟ୍ କଟକଣା ପାଇଁ ପୁଜା ମଣ୍ଡପ କୁ ଭକ୍ତ ଙ୍କୁ ମନା ଥିଲା ନିୟମ କୋହଳ ପରେ ପୂଜା ପାଇଲେ ମା ଧନ ଦାତ୍ରୀ ପାଞ୍ଚ ଦିନ ଧରି ଚାଲିଥିଲା ପୁଜା ଦୁତିୟ ଦୀନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ରେ ହେଇଥିଲା ଏହା କାର୍ଯ୍ୟକ୍ରମ କୁ ଦୀପ ଜାଳି ଉଦ୍ଧଘାଟନ କରିଥିଲେ ଥାନା ଅଧିକାରି ପ୍ରଶାନ୍ତ କୁମାର ନିଷିକା ଏବଂ ଚତୃଥ ଦୀନ ରାତିରେ ଅର୍ଣ୍ଣ ପ୍ରସାଦ ଭକ୍ତ ଙ୍କୁ ବଣ୍ଟନ କରିଥିଲେ ବଣିକ ସଂଘ କମିଟି ଶେଷ ଦୀନ ରେ ନଗର ପରିକ୍ରମା ପରେ ଲେଡବନ୍ଦ ନଦୀ ରେ ମା ଙ୍କୁ ମେଲାଣି ଦିଆ ଯାଇଛି


