ବିଦ୍ୟା ପବ୍ଲିକ ସ୍କୁଲରେ ଗନ୍ଧିଜୟନ୍ତି ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରରେ ଅବସ୍ଥିତ ବିଦ୍ୟପୁବ୍ଲିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଅଧ୍ୟଖ୍ୟା ଯୋଶୋନା ରାଣୀ ପଣ୍ଡାଙ୍କ ପୋରୋହିତ୍ୟରେ ଏହି ଉତ୍ସବ ପାଳନ କରାଯାଉଛି । ମହାତ୍ମା ଗାନ୍ଧୀ ଫଟୋ ରଖି ଚନ୍ଦନ ସିନ୍ଦୂର ଧୂପ ଦୀପ ଦେଇ ବିଦ୍ୟାଳୟର ଶିକ୍ଷୟତ୍ରୀ ଗଣ ମହାତ୍ମା ଗାନ୍ଧି ଜୀବନୀ କୁ ମନ ପାକାଇଥି ଲେ। ବିଦ୍ୟାଳୟ କୁନି କୁନି ଶିଶୁମାନେ ଜାତିର ପିତା ମହାତ୍ମା ଗାନ୍ଧି ଜୀବନୀ ଉପରେ ଭାଷଣ ଦେଇଥିଲେ। ବିଦ୍ୟାଳୟର ଗୁରୁମା ପି.ସୁଜାତା ରେଡ୍ଡୀ ,ରଶ୍ମିତା ସ୍ୱାଇଁ,ସରିତା ଯାଦବ,ମିତା ରାଣୀ,ସବିତା ଦାସ ଉପସ୍ଥିତ ରହି କାର୍ଯ୍ୟ କ୍ରମ୍ ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିଶୁଙ୍କୁ ମିଠା ବଣ୍ଟନ କରିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

Spread the love

Advertisement

ଏବେ ଏବେ