ବିଧାନସଭା ରେ ଉଠିଲା ରାଜଧାନୀ ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହେବାର ପ୍ରସଙ୍ଗ

ରାଜ୍ୟ ରେ ଦିନ କୁ ଦିନ ବଢି ଚାଲିଛି ଆଶ୍ରମ ସ୍କୁଲରେ ଛାତ୍ରୀ ମାନେ ଗର୍ଭବତୀ ହେବା ଖବର ଏହି ପ୍ରସଙ୍ଗ କୁ ନେଇ ବିଧାନସଭାରେ ହୋ ହାଲ୍ଲା କରିଛନ୍ତି ବିରୋଧୀ । ଏ ବିଷୟରେ ବିଧାନସଭା ରେ ଉତ୍ତର ରଖିଛନ୍ତି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାର୍କା ସେ ନିଜ ଉତ୍ତରରେ ରଖିଛନ୍ତି ଆଶ୍ରମ ସ୍କୁଲରେ ନୁହେଁ ବରଂ ନିଜ ଘରେ ଥିଲା ବେଳେ ଗର୍ଭବତୀ ହୋଇଛନ୍ତି ଉକ୍ତ ଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ର ୪ଜଣ ଛାତ୍ରୀ ଚିହ୍ନଟ ହୋଇଥିଲେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ସ୍ୱସ୍ଥ୍ୟ ପରୀକ୍ଷା ପରେ ଜଣ ଙ୍କ ରିପୋର୍ଟ ପଜେଟିଭ ଆସିଥିଲା । ଯେଉଁ ଛାତ୍ରୀ ମାନଙ୍କ ର ରିପୋର୍ଟ ପଜେଟିଭ ଆସିଥିଲା ସେ ଆଶ୍ରମ ସ୍କୁ ଲରେ ଥିବା ବେଳେ ନୁହେଁ । ସେ ଯେତେବେଳେ ଖରା ଛୁଟି ଘର କୁ ଯାଇଥିଲେ ସେତେବେଳେ ଏହି ର୍ଦୁଭାଗ୍ୟ ଜନକ ଘଟଣା ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ