ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ
(ଯୁୁଗାବ୍ଦ ନ୍ୟୁଜ) ବିଧାନସଭା ର ଶୀତକାଳୀନ ଅଧିବେଶନ ଆରମ୍ବ ହେବା ପୂର୍ବରୁ ବୁଧବାର ଗୃହର ସଦସ୍ୟ ଭାବେ ବିଜେପୁର ନବନିର୍ବାଚିତ ବିଧାୟିକା ରୀତା ସାହୁଙ୍କୁ ବାଚସ୍ପତି ସୂର୍ଯ୍ୟନାରାଣ ପାତ୍ର ଶପଥ ଶ୍ରୀମତି ସାହୁ ଙ୍କୁ ଶପଥ ପାଠ କରାଇଛନ୍ତି । ସୂଚନା ଥାଉକି ଗତମାସ ରେ ହୋଇଥିବା ଉପନିର୍ବାଚନ ରେ ବିଜେପୁର ରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଜେଡି ବିଧାୟିକା ରୀତା ସାହୁ ।


