କେବିସି ର ହଟ ସିଟ ରେ କିସ ର ପ୍ରତିଷ୍ଠାତା

(ଯୁୁଗାବ୍ଦ ନ୍ୟୁଜ) ଭାରତୀୟ ଟେଲି ଜଗତର ସର୍ବଲୋକପ୍ରିୟ ରିଏଲିଟି ଶୋ ‘କୌନ୍ ବନେଗା କରୋଡପତି’ରେ ନଜର ଆସିବେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ । ଏହା ପୂର୍ବରୁ ଏହି ରିଆଲିଟି ସୋ ରେ ଦୌଡ ରାଣୀ ଦୂତି ଚାନ୍ଦ ଯୋଗ ଦେବାପରେ ଦ୍ୱିତୀୟ ଓଡିଆ ଭାବେ କନ୍ଧମାଳ ର ସାଂସଦ ଅଚ୍ୟୁତ ସାମନ୍ତ ଏହି ସୋ ରେ ଭାଗ ନେବେ ବୋଲି ଜଣାପଡିବା ପରେ କିଟ ରେ ଆନନ୍ଦ ର ଲହରୀ ଖେଳି ଯାଇଛି । । ତାଙ୍କ ସହ ହଟସିଟରେ ଅଂଶୀଦାର ଅଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ । ତେବେ ସୋନି ଟିଭିରେ ଆସନ୍ତା ୧୫ ତାରିଖ ରାତି ୯ଟା ବେଳେ ଏହି ଏପିସୋଡ ପ୍ରସାରଣ ହେବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ