ବିନା ପ୍ରତିଦ୍ୱନ୍ଦିତାରେ ୭୨ ଜଣ ୱାର୍ଡ ସଭ୍ୟ ନିର୍ବାଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ବନ୍ତ ବ୍ଲକର ୭୨ ଜଣ ପ୍ରାର୍ଥୀ ବିନାପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ଆଡିଆରେ ୨, ୩, ୫ନଂ, ଅଣିଜୋରେ ୧୨ନଂ, ବଡବର୍ଚ୍ଚିକୟାଁରେ ୩, ୬, ୧୦ନଂ, ବଡମହିଷଗୋଠରେ ୯ନଂ, ବିଟିପୁରରେ ୧୨ନଂ, ଗୋପିନାଥପୁରରେ ୧, ୯, ୧୬, ୧୯ନଂ, ମହାନ୍ତିପଡାରେ ୮, ୧୦, ୬ନଂ, ପୁରୁଷଣ୍ଢରେ ୮ନଂ, ରାମଚନ୍ଦ୍ରପୁରରେ ୨, ୪, ୭, ୯, ୧୩ନଂ, ବସନ୍ତିଆରେ ୬, ୮, ୯, ୧୦, ୧୧, ୧୨ନଂ, ବନ୍ତରେ ୩, ୭, ୧୪ନଂ, ଛୟାଳସିଂରେ ୨, ୧ନଂ, ଗଣିଜାଙ୍ଗରେ ୧, ୫, ୯, ୧୧, ୧୪, ୧୫, ୧୬, ୧୭, ୧୮ନଂ, କାଦବରାଙ୍ଗରେ ୩, ୪, ୬, ୮, ଓଡଙ୍ଗରେ ୨ନଂ, ଟିଲୋରେ ୧, ୪, ୫, ୬, ୧୧, ୧୫ନଂ, ନିଳୋକରେ ୧ନଂ, ଗୋବିନ୍ଦପୁରରେ ୧୦ନଂ, କେନ୍ଦୁଆପଦାପରେ ୨, ୭, ୧୦, ୧୧, ୧୨ନଂ, ରାମକୃଷ୍ଣପୁରରେ ୭, ୯, ୧୦ନଂ, ରାମପୁରରେ ୨, ୩, ୬ନଂ, ସେଣ୍ଢତୀରାରେ ୨, ୪, ୭, ୮, ୧୪ନଂ, ତୋଡଗାଁରେ ୩ନଂ ୱାର୍ଡରେ ବିନାପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ