ବିପଦ ସଙ୍କୁଳ ଅବସ୍ଥାରେ ପୌର ପ।ଳିକା ହୋଡ଼ିଂ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ପୌର ପ।ଳିକା ର ବି ବିଭିନ୍ନ ସ୍ଥାନରେ ରହିଥିବା ପୁରୁଣା ହୋଡିଂ ବୋର୍ଡ ଗୁଡ଼ିକ କାଳବୈଶାଖୀ ଯୋଗୁଁ ବିପଦ ସଙ୍କୁଳ ଅବସ୍ଥାରେ ଓହଳି ରହିଛି ।ଏହି ହୋଡ଼ିଙ୍ଗ ବୋର୍ଡ ଗୁଡ଼ିକ ବିଭିନ୍ନ ସ୍ଥାନରେ ଝୁଲି ରହି ଥିବାରୁ ଯିବା ଆସିବା ସମୟରେ ଲୋକଙ୍କ ଉପରେ କେଉଁ ମୂହୁର୍ତ୍ତ ରେ ପଡ଼ି ଯିବାର ସମ୍ଭାବନା ରହିଛି ।ଏଣୁ ଏହି ହୋଡିଙ୍ଗ ଗୁଡ଼ିକୁ ପୌରପ।ଳିକା ପକ୍ଷରୁ ହଟାଇବା ପାଇଁ ଦାବି ହୋଇଛି ।