ବିପିନ ବିହାରୀ ନାୟକ ଡିପ୍ଲୋମା ଇଞ୍ଜିନିୟର୍ସ ସଂଘର ସଭାପତି

ଭୁବନେଶ୍ୱର-(ଯୁଗାଦ୍ଧ ନିଜ୍ୟୁ) ଲାୟନ ଇଞ୍ଜିନିୟର ବିପିନ ବିହାରୀ ନାୟକ ଓଡ଼ିଶା ରିଟାୟାର୍ଡ଼ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ସଭାପତି ଭାବେ ତୃତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ସଂଘର ଦିଲ୍ଲୀସ୍ଥିତ ଅଲ୍ଇଣ୍ଡିଆ ଫେଡ଼େରେସନ ଅନ୍ତର୍ଭୁକ୍ତ ଇଞ୍ଜିନିୟର ଶ୍ରୀ ନାୟକ ଅଲ୍ଇଣ୍ଡିଆ ରିଟାୟାର୍ଡ଼ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି । ଶ୍ରୀ ନାୟକ ସମାଜର ସେବାମୂଳକ କାର୍ଯ୍ୟ ସହ ଜଡ଼ିତ ଥିବା ସହ ବହୁ ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ