ମତଦାନ କଲେ ବାବା ରାମଦେବ

ଯୋଗ ଗୁରୁ ବାବା ରାମଦେବ ହରିଦ୍ୱାରରୁ ତାଙ୍କ ମତାଦାନ କରିଛନ୍ତି। ପ୍ରଥମ ପର‌୍ୟ୍ୟାୟ ନିର୍ବାଚନରେ ନିଜର ମତଦାନ କରିଛନ୍ତି ରାମଦେବ ବାବା। ଭୋଟ୍ ଦେଇସାରିବା ପରେ ରାମଦେବ କହିଛନ୍ତି, ‘ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ, ଦାରିଦ୍ର‌୍ୟ, କଳାଧନ, ଦୁର୍ନୀତି, ଚାଷୀ ଆଦି ବେଶି ଗୁରୁତ୍ୱପୂର୍ଣ୍ଣ ମାତ୍ର ଜାତୀୟ ସୁରକ୍ଷା ସହ କେବେ ବି ସାଲିସ୍ କରାନଯିବା ଉଚିତ ।ସେ ଆହୁରି ବି କହିଛନ୍ତି ଯେ ଯେଉଁମାନେ ଜାତି, ଧର୍ମ ଓ ସ୍ଥର ବିବେଚନା କରି ସମାଜରେ ସୀମା ଟାଣିଥାଆନ୍ତି ସେମାନେ ଭୋଟ୍ ନ ଦେବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ