ବିବିଧା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳିତ   

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ର  ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ରେ ଶିଶୁ ଦିବସ ପାଳିତ ହୋଇଯାଇଚି l ଏଥିରେ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ପଟନାୟକ ଙ୍କ  ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି  l  ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ କୁନି କୁନି ପିଲାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏଥିରେ ପୂର୍ବତନ କାଉନସିଲର ରାଜିବାବୁ, ଯୁବ ନେତା ଏନ.ଗିରିଧର ରାଓ ଉପସ୍ଥିତ ଥିଲେ l ଏହି କାଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟ ଶିକ୍ଷକ ଏମ ରବୀନ୍ଦ୍ର ରେଡ୍ଡୀ, ଗୌତମ ନାୟକ,ଦିବାକର ବିଷୋୟୀ ଏବଂ ସାଇ ଶ୍ରୀ ନୃତ୍ୟ ଏକାଡେମୀର ମଧୁସ୍ମିତା ପଟନାୟକ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ