ବିଭିନ୍ନ ଅଂଚଳ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟ ଗୁଡିକର ତଦାରଖ କଲେ ବିଡିଓ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବିଡିଓ ଶାରଦା ପ୍ରସନ୍ନ ପଣ୍ଡା ଆଜି ବ୍ଲକ ର ବିଭିନ୍ନ ଅଂଚଳ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟ ଗୁଡିକର ତଦାରଖ କରିଛନ୍ତି । ଏହା ସହିତ ଚମାଖଣ୍ଡି ସ୍ୱାସ୍ଥ୍ୟ ଓ ଉପକେନ୍ଦ୍ରକୁ ମଧ୍ୟ ସେ ପରିଦର୍ଶନ କରିଥିଲେ । ସେଠାରେ ବ୍ଲକ ପକ୍ଷରୁ ଚାଲିଥିବା ପାଚେରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବୁଲିଦେଖିବା ସହ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ବିଡିଓଙ୍କ ସହ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଅଧିକାରୀ କିରଣ କୁମାର ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ