କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗିରି ଗୋବର୍ଦ୍ଧନ ପାହାଡ଼ ରେ ଆଜି ଏକ ବିଶାଳ ଅଜଗର ସାପ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗ କର୍ମଚାରୀ ଙ୍କୁ ହସ୍ତାନ୍ତର କରିଛନ୍ତି ସାପ ର ଲମ୍ବ ପ୍ରାୟ୧୦ ଫୁଟ ହେବ ଆମପାଣି ଘାଟି ରେ ନେଇ ଅଜଗର କୁ ବନ ବିଭାଗ କର୍ମଚାରୀ ଛାଡିଛନ୍ତି