କଳାହାଣ୍ଡି ଭିଜିଲାନ୍ସ ଜାଲରେ ଜିଆରଏସ 17/08/2020 YWPSENU8 0 Comments ଭିଜିଲାନ୍ସ ଜାଲରେ ଜିଆରଏସ କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି-ଭିଜିଲାନ୍ସ ଜାଲରେ ଜିଆରଏସ । କେସିଙ୍ଗା ବ୍ଲକ ବାଲସୀ ପଂଚାୟତ ଜିଆରଏସ ସନାତନ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ । ଏନଆରଜିଏ ଯୋଜନା ରେ ଜମି ମରାମତି ଟଙ୍କା ବିଲ ପାସ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । Spread the love