ବିଶ୍ୱକପରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ

ଇଂଲଣ୍ଡରେ ଚାଲିଛି ବିଶ୍ୱକପ ମହାମୁକାବିଲା । ଆଜି ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ । କାଡିଫରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା କୁ ନିଷ୍ପତି ନେଇଛି ଆଫଗାନିସ୍ତାନ । ଉଭୟ ଦଳ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଜି୍ତି ପଏଣ୍ଟ ଟେବୁଲରେ ପରିବତ୍ତନ ଆଣିବାକୁ ଚେଷ୍ଟା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ