ବିଶ୍ୱକପ କ୍ରିକେଟ : ଏସୀୟାର ଦୁଇ ଦେଶ ମଧ୍ୟରେ ମହାମୁକାବିଲା

ବିଶ୍ୱକପ କ୍ରିକେଟର ୧୧ତମ ମ୍ୟାଚ ଏସୀୟାର ଦୁଇ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଆଜି ଅନୁଷ୍ଠିତ ହେବ । ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲେ ହେଁ ୨ୟ ମ୍ୟାଚ୍ ଜିତି ବିଜୟଧାରାକୁ ଫେରିଛନ୍ତି। ତେବେ ଶ୍ରୀଲଙ୍କା ଅପେକ୍ଷା ପାକିସ୍ତାନର ମନୋବଳ ଦୃଢ଼ରହିଛି। ପ୍ରଥମ ମ୍ୟାଚ୍ରେ ବଡ଼ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍ଠାରୁ ପରାସ୍ତହେବା ପରେ ୨ୟ ମ୍ୟାଚରେ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା ପାକିସ୍ତାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ