ବିଶ୍ୱ କଲ୍ୟାଣ ନିମନ୍ତେ ୧୦୮ ହନୁମାନ ଚାଳଶା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଶିବ ଚତୁର୍ଦ୍ଦଶୀ ଅବସରରେ ସ୍ଥାନୀୟ ଗୋଷାଣୀନୂଆଁଗା ପାଣିଗ୍ରାହୀ ସାହିଠାରେ ମଙ୍ଗଳବାର ସକାଳ ୭ ଘଣ୍ଟାରେ ପୁଜା , ଆରତୀ , ଗୁରୁବନ୍ଦନା ପରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଶେଷରେ ୧୦୮ ହନୁମାନ ଆରତୀ ପରେ ପୁଷ୍ପାଞ୍ଜଳୀ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ସାହୁ , ସହଦେବ ପାତ୍ର , ରଜନୀ ପ୍ରଧାନ , ବିଟୁ , ସାଗରିକା ସାହୁଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ