ବିହାରରେ ଆରମ୍ଭ ହେବ ‘ନ୍ୟାସ୍ନାଲ୍ ପପୁଲେସନ୍ ରେଜିଷ୍ଟର୍’ର ପ୍ରଥମ ପର୍ଯ୍ୟ।ୟ

ପାଟନା- ‘ନ୍ୟାସ୍ନାଲ୍ ପପୁଲେସନ୍ ରେଜିଷ୍ଟର୍’ର ପ୍ରଥମ ପର୍ଯ୍ୟ।ୟ ମେ ୧୫ ତାରିଖରୁ ବିହାରରେ ଆରମ୍ଭ ହୋଇ ମେ ୨୮ ତାରିଖ ଦିନ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର ମୋଦୀ ଶନିବାର ଦିନ କହିଛନ୍ତି । ସେ ପାଟନାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ ୨୦୨୦ ଏପ୍ରିଲ୍ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ‘ଏନ୍ପିଆର୍’ ପ୍ରକ୍ରିୟା ଚାଲିବ। ବିହାରରେ ଏହା ମେ ୧୫ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ। ଯେଉଁ କର୍ମଚାରୀମାନେ ଏ କ।ର୍ଯ୍ୟ କରିବାକୁ ମନା କରିବେ ସେମାନଙ୍କ ବିରୋଧରେ ପ୍ରଶାସନିକ ଏବଂ ଦଣ୍ଡବିଧାନମୂଳକ କ।ର୍ଯ୍ୟ।ନୁଷ୍ଠ।ନ ଗ୍ରହଣ କରାଯିବ । ‘ଏନ୍ଆର୍ସି’ ପ୍ରସଙ୍ଗରେ ଏ ପର‌୍ୟ୍ୟନ୍ତ କୌଣସି ଆଲୋଚନା କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବେ କହିସାରିଥିବାରୁ ଏ ସଂକ୍ରାନ୍ତରେ ତାଙ୍କ ସହ ଆଲୋଚନା କରିବା ଠିକ୍ ନୁହେଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ