ବୁଗୁଡା ବାର ଆସୋସିଏସନର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବାର ଆସୋସିଏସନ ନିର୍ବାଚନରେ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି। ବୁଗୁଡା ବାର ଆସୋସିଏସନର ସଭାପତି ଭାବେ ବନବାସୀ ମହାରଣା ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସରୋଜ କୁମାର ଦାସ, ସମ୍ପାଦକ ଭାବେ ପ୍ରଭାତ କୁମାର ଜେନା, ଯୁଗ୍ମସମ୍ପାଦକ ଭାବେ ମନୋଜ କୁମାର ପାଣିଗ୍ରାହୀ, ଏବଂ କାର୍ଯ୍ୟକାରଣୀ ସଦସ୍ୟ ଭାବେ ପ୍ରକାଶ ଚନ୍ଦ୍ର ଭୂୟାଁ ଓ ଦୁର୍ଗମାଧବ ପଣ୍ଡା ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ