ବୁଡି ଅଞ୍ଚଳ ଲୋକ ଙ୍କୁ ଦିନ ରେ ଜହ୍ନ ଦେଖୁଛନ୍ତି

ମୋହନା, (ଅଂଶୁମାନ ପଣ୍ଡା) : ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଡିମି ଡିମି ପିଟୁଥିବା ବେଳେ ଗଜପତି ଜିଲ୍ଲା ରେ ବିସ୍ତଵିତ ହୋଇଥିବା ଆଦିବାସୀ ପରିବାରକୁ ଦେଖିଲେ ଜଣା ପଡୁଛି କେତେ ବିକାଶ ହୋଇଛି ଦୁଇ ବର୍ଷ ବିତିଗଲା ଚାଷ ବାସ ନାହିଁ କି ପିଲା ଙ୍କୁ ପାଠ ପଡ଼ିବା ଠାରୁ ନେଇ ସ୍ୱାସ୍ଥ୍ୟ ଅବସ୍ଥା ଦେଖାଇବା ପାଇଁ ପାଖରେ ନାହିଁ I ଟଙ୍କା ବହୁ ଦୁଃଖ କଷ୍ଟ ରେ ଚଳୁଛି ଜୀବନ ଜୀବିକା ମୋହନା ବ୍ଲକ ର ଅଡ଼ବା ଥାନା ଅନ୍ତର୍ଗତ ହରଭଙ୍ଗୀ ନିର୍ମାଣ ପାଇଁ ଆଜକୁ ୩୫ବର୍ଷ ପୂର୍ବେ ବୁଡି ଅଞ୍ଚଳ ଘୁଷଣା କରି୬ଖଣ୍ଡ ଗ୍ରାମ ପୁଇପାଣି, କଙ୍କାଳଗୁଡା, ବେବରୀ, ଆଡ଼ାପଙ୍କା, ପଦାଗାଁ, ଗୁଡ଼ରିପଦର ର ପ୍ରାୟ ୫ହଜାର ଲୋକ ଙ୍କୁ ଉଠା ଯାଇ ଅନ୍ୟ ସ୍ଥାନ କୁ ସ୍ଥାନନ୍ତ୍ର କରିଥିଲେ I ୧୯୯୫ରେ ଗୁଡ଼ରିପଦର ଲୋକେ ନିଜ ପରିବାର ବଞ୍ଚିବା ପାଇଁ ପଡୁ ଚାଷ ପାଇଁ ଜଙ୍ଗଲ କାଟି ଥିବାରୁ ତାଙ୍କ ନାମ ରେ ଜଙ୍ଗଲ ବିଭାଗ ମାମଲା ରୁଜୁ କରିଥିଲେ ତାହା ୨୦୦୪ରେ ସେଟଲମେଣ୍ଟ ହୋଇ ଚାଷ କରିବା ପାଇଁ ଅନୁମତି ମେଳିଥିଲା ହେଲେ ତାକୁ ଫୁଣି ରୁକ ଲଗାଇଲେ ରାଜସ୍ବ ବିଭାଗ ୧୯୯୮ରେ ସରକାର ଙ୍କ ପକ୍ଷରୁ ଏକ ବସ୍ତି ନିର୍ମାଣ ପାଇଁ ଜାଗା ଦେଇଥିଲେ I ୧୯୯୯ରେ ସ୍ତଇସ୍ତାନ ହୋଇଥିଲା ଗୁଡ଼ରିପଦର ଗ୍ରାମର୮୫ଘର ସେମାନଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଗୋଟିଏ ପରିବାର କୁ ୧.୫୫ଡିସିମିଲି ଜାଗା ଦିଆ ଯାଇଛି ହେଲେ ଆଜି ପଯନ୍ତ ଚିନଟ କରେଇ ନାହାନ୍ତି ପ୍ରଶାସନ ଏପରିକି ପରିବାର ପୁଷଣ ପାଇଁ ଚାଷ ଜମି ଗୋଟିଏ ପରିବାର କୁ୬୦ଡିସିମିଲି ଦେବା ପାଇଁ କହିଥିଲେ ହେଲେ ଦିର୍ଗ୨୫ବର୍ଷ ବିତିଗଲାଣି କୋଣସୀ ଚାଷ ଜମି ଚିନଟ କରି ଦେଇ ନାହାନ୍ତି ରାଜସ୍ଵ ବିଭାଗ ଅଧିକାରୀ ଶେଷରେ୨୦୨୦ରେ ଝିଲିକି ମୌଜା ରେ୮୫ପରିବାର ମକା ଚାଷ କରିଥିଲେ ଯାହାକୁ ନେଇ ଝିଲିକି ଗ୍ରାମ ବାସୀ ଓ ଗୁଡ଼ରିପଦର ଗ୍ରାମ ବାସୀ ମଧ୍ୟରେ ଉତେଜନା ଦେଖା ଦେଇଥିଲା ପୋଲିସ ପ୍ରଶାସନ ଓ ରାଜସ୍ଵ ବିଭାଗ ମିଳତ ରେ ସମାଧାନ କରିଥିଲେ ଏବଂ ମୋହନା ବ୍ଲକ ରେ ବିଧାୟକ ଦାଶରଥି ଗମାଙ୍ଗ, ବ୍ଲକ ଆଧକ୍ଷା ସୁଖୀ ଶବର,ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା, ପୁର୍ବତନ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ର ଦେବୀ, ପୁର୍ବତନବିଡିଓ ବଂଶୀଧରଖୁସଲା, ପୋଲିସ ପ୍ରଶାସନ ଉପସ୍ଥିତ ରେ ଶାନ୍ତି କମିଟି ବାସୀ ଝିଲିକି ଓ ଗୁଡ଼ରିପଦର ଗ୍ରାମ ବାସୀ ଉପସ୍ଥିତ ରେ ଉକ୍ତ ଚାଷ କରିଥିବା ଜମିରେ ଝିଲିକି ବାସୀ ଟ୍ରାକ୍ଟର ଲଗାଇ ଚାଷ କରିଥିବା କହିଥିଲେ ଯାହାକୁ ନେଇ ଉପରସ୍ଥ ଅଧିକାରୀ ବାସୀ ଆଲଚନା କରି ଝିଲିକି ଗ୍ରାମ ବାସୀଙ୍କୁ ଏକ ଲକ୍ଷ୍ୟ୨୨ହଜାର ଟଙ୍କା ଖର୍ଚ୍ଚ ବାଵତ କୁ ଗୁଡ଼ରିପଦର ଗ୍ରାମ ବାସୀ ମକା ବିକି ଟଙ୍କା ଦେଇଥିଲେ I ପ୍ରଶାସନ ଅଧିକାରୀ ଗୁଡ଼ରିପଦର ଗ୍ରାମରେ ପହଞ୍ଚି ଉକ୍ତ ଝିଲିକି ମୌଜା କୁ୧୪୪ଧାର ଘୁଷଣା କରିଥିଲେ ଜିଲ୍ଲା ପ୍ରଶାସନ ସେଥି ମଧ୍ୟରେ ମହାମାରୀ କରୋନା ପାଇଁ ସେମିତି ସ୍ଥଗିତ ହୋଇ ରହିଗଲା ଗୁଡ଼ରିପଦର ଗ୍ରାମ ବାସୀ ଙ୍କୁ ଜମି ଚିନଟ କରି ପାରିଲେ ନାହିଁ ରାଜସ୍ଵ ବିଭାଗ ଅଧିକାରୀ ଫୁଣି୨୦୨୧ରେ ତହସିଲଦାର ଶାରଧାପ୍ରଶ୍ନ ପଣ୍ଡା ଓ ଅତିରିକ୍ତ ତହସିଲଦାର ଆଶିଷ ପ୍ରଧାନ ଜିଲ୍ଲା ପ୍ରଶାସନ ନିଦେଶ ରେ୧୪୪ଧାର ଲାଗୁ କରି ଗ୍ରାମରେ ପୋଲିସ ପ୍ରଶାସନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନ ପହଞ୍ଚି ବହୁ ଜମିକୁ ସରକାର ଦାଖଲ କୁ ନେଇ ରଙ୍ଗ ବାନା ପୁତିଥିଲେ ଏବଂ ଗୁଡ଼ରିପଦର ଗ୍ରାମ ବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ I ଗ୍ରାମ ରେ ଗ୍ରାମ ସବା କରି ତୁରନ୍ତ ଚାଷ ଜମି ଚିନଟ କରି ପ୍ରଦାନ କରାଯିବ କହିଥିଲେ କିନ୍ତୁ ତାହା ମଧ୍ୟ ଦିନରେ ଜନ ଦେଖାଇବା ପରି ହୋଇଗଲା ଯାହା ଦୁଆର ଗ୍ରାମ ବାସୀ ଦୁଇ ବର୍ଷ ବିତିଲାଣି କୋଣସୀ ଚାଷ ବାସ ନ କରି କୁଲି ମଜୁରୀ ଛାଡି ଚିନ୍ତା ରେ ପରିବାର ଓ ପିଲା ଙ୍କ ଶିକ୍ଷା ବେବସ୍ଥା କୁ ଅନ୍ଧାର କୁ ଠେଲି ଦେଇଛନ୍ତି ରୁଗ ହେଲେ ମଧ୍ୟ ଡାକ୍ତର ଙ୍କୁ ଦେଖାଇବା ପାଇଁ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ ଜିଲ୍ଲା ପ୍ରଶାସନ ଓ ରାଜସ୍ଵ ବିଭାଗ ର ମିଥ୍ୟା ପ୍ରତିଶ୍ରୁତି ଶୁଣି ଶୁଣି ଦୀର୍ଘ ଦିନ ବିତିଗଲା ଅନ୍ୟପକ୍ଷରେ ଗ୍ରାମ ର୯ଟି ପରିବାର ରମେଶ ମଳିକ, ସୁକେଶ ମଳିକ, ସୁନାମ ମଳିକ, ଜସେବ ମଳିକ, ରମାକାନ୍ତ ମଳିକ, ତିଳେଶ୍ୱର ମଳିକ, ମୋସରା ମଳିକ, ଗୋପାଳ ମଳିକ, ଜୟ ମଳିକ କୁ ମେଳିନୀ ଘର ପଟା କି ସ୍ତଇସ୍ତାନ ର ଟଙ୍କା ବହୁ ଦୁଃଖ କଷ୍ଟରେ ଜାରି ବାନ୍ଧି ପରିବାର କୁ ନେଇ ଖରା ବର୍ଷା ଶୀତ ରେ ଚାଲିଛି ଜୀବନ ଏହି ସବୁ ଘଟଣା ଶୁଣିଲେ ଜଣା ପଡୁଛି ସରକାର ଆଦିବାସୀ ମାନଙ୍କ ପାଇଁ କେତେ ଚିନ୍ତିତ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ