ବୁଢିଆଣୀ ଗାଁ

ପ୍ରାୟ ସମସ୍ତଙ୍କ ଘରେ ବୁଢିଆଣୀ ରହିଥାଆନ୍ତି । ହେଲେ ସେମାନଙ୍କର ଏକ ଗାଁ ଅଛି କହିଲେ କେହି ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ । ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ତାଙ୍କର ଏକ ଗ୍ରାମ ରହିଛି । ଯାହା ପୂରା ସେମାନଙ୍କ ଅକ୍ତିଆରରେ ରହିଛି । ଗ୍ରିସ୍ର ଏକ ଗ୍ରାମ ପୂରାପୁରି ଭାବେ ବୁଢିଆଣୀଙ୍କ କବଳରେ ରହିଛି । ଗ୍ରାମର ଯେଉଁପଟେ ଦେଖିବ ସେପଟେ ବୁଢିଆଣୀ ଜାଲ ରହିଛି । ଦୂରରୁ ଦେଖିଲେ ଏହା ଏକ ଚାଦର ଭଳି ଦେଖାଯାଇଥାଏ । ତେବେ ଏହି ବୁଢିଆଣୀ ଜନବସତି ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଉକ୍ତ ଜାଗାରେ ବୁଢିଆଣୀ ଏକ ପ୍ରକାରର ମଶା ପାଇଁ ଏତେ ସଂଖ୍ୟାରେ ନିଜ ବଂଶ ବୃଦ୍ଧି କରୁଥିବା ଜଣାପଡିଛି । ତେବେ ଶୀତ ଦିନେ ମଶାଙ୍କ ସଂଖ୍ୟା କମିବା ପରେ ଏମାନଙ୍କ ସଂଖ୍ୟା ମଧ୍ୟ କମିଯାଇଥାଏ ।ପ୍ରାୟ ସମସ୍ତଙ୍କ ଘରେ ବୁଢିଆଣୀ ରହିଥାଆନ୍ତି । ହେଲେ ସେମାନଙ୍କର ଏକ ଗାଁ ଅଛି କହିଲେ କେହି ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ । ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ତାଙ୍କର ଏକ ଗ୍ରାମ ରହିଛି । ଯାହା ପୂରା ସେମାନଙ୍କ ଅକ୍ତିଆରରେ ରହିଛି । ଗ୍ରିସ୍ର ଏକ ଗ୍ରାମ ପୂରାପୁରି ଭାବେ ବୁଢିଆଣୀଙ୍କ କବଳରେ ରହିଛି । ଗ୍ରାମର ଯେଉଁପଟେ ଦେଖିବ ସେପଟେ ବୁଢିଆଣୀ ଜାଲ ରହିଛି । ଦୂରରୁ ଦେଖିଲେ ଏହା ଏକ ଚାଦର ଭଳି ଦେଖାଯାଇଥାଏ । ତେବେ ଏହି ବୁଢିଆଣୀ ଜନବସତି ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଉକ୍ତ ଜାଗାରେ ବୁଢିଆଣୀ ଏକ ପ୍ରକାରର ମଶା ପାଇଁ ଏତେ ସଂଖ୍ୟାରେ ନିଜ ବଂଶ ବୃଦ୍ଧି କରୁଥିବା ଜଣାପଡିଛି । ତେବେ ଶୀତ ଦିନେ ମଶାଙ୍କ ସଂଖ୍ୟା କମିବା ପରେ ଏମାନଙ୍କ ସଂଖ୍ୟା ମଧ୍ୟ କମିଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ