ବେଆଇନ ଉତ୍ତୋଳନ ଓ ମୋରମ ପରିବହନ, ୪ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ତାରସିଂ ଥାନା ପୋଲିସ ବେଆଇନ ଭାବେ ଉତ୍ତୋଳନ ଓ ମୋରୁମ ପରିବହନ ହେଉଥିବା ସ୍ଥାନରେ ଚଢ଼ାଉ କରି ସେଠାରୁ ୩ ଟି ଲୋଡ଼ ଟ୍ରାକ୍ଟର ଓ ଗୋଟିଏ ପ୍ରୋକ୍ଲିନ୍ ମେସିନ୍ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ଓଡିଶା ମିନେରାଲ୍ସ ଆକ୍ଟ ୨୦୦୭ ଅନୁଯାୟୀ କେସ ନମ୍ବର ୨୩୮/୨୦ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ