ବେଲଗୁଣ୍ଠାପ୍ରେସକ୍ଲବରବାର୍ଷିକସାଧାରଣବୈଠକଓନୂତନକର୍ମକର୍ତ୍ତାଚୟନ।

ବେଲଗୁଣ୍ଠା: ବେଲଗୁଣ୍ଠାପ୍ରେସ୍କ୍ଲବରଏକବାର୍ଷିକସାଧାରଣ ବୈଠକଓନୂତନ କର୍ମକର୍ତ୍ତା ଚୟନକାର‌୍ୟ୍ୟକ୍ରମଅନୁଷ୍ଠିତହୋଇଯାଇଅଛି।ପ୍ରେସ୍କ୍ଲବରସଭାପତିମାଧବ ଚନ୍ଦ୍ରଆପଟଙ୍କସଭାପତିତ୍ବରେହୋଇଥିବାଏହିକାର‌୍ୟ୍ୟକ୍ରମରେମୁଖ୍ୟଅତିଥି ଭାବେଗାଙ୍ଗପୁରଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଯୋଗଦେଇଥିବା ବେଳେବେଲଗୁଣ୍ଠାଫାଣ୍ଡି ଅଧିକାରୀପ୍ରକାଶ କୁମାର ସାହୁସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର‌୍ୟ୍ୟକ୍ରମଆରମ୍ଭରେସମ୍ପାଦକସୁଶାନ୍ତମିଶ୍ରବାର୍ଷିକ ବିବରଣୀ ଉପସ୍ଥାପନା କରିବାସହନୂତନକର୍ମକର୍ତ୍ତାଚୟନପାଇଁପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତିକ୍ରମେପୁର୍ବରୁକ୍ଲବଉପଦେଷ୍ଟାଥିବାପ୍ରଦ୍ୟୁମ୍ନ ପାତ୍ର ଙ୍କୁସଭ୍ୟମାନେସଭାପତିରୁପେଚୟନକରିଥିଲେ। ହିପରିକ୍ଲବରବରିଷ୍ଠସଦସ୍ୟଅଶ୍ୱିନୀ କୁମାର ମହାନ୍ତିଉପ-ସଭାପତି, ତୃତୀୟ ଥର ପାଇଁସୁଶାନ୍ତମିଶ୍ରସମ୍ପାଦକ, ସରୋଜଶତପଥୀସହ-ସମ୍ପାଦକଏବଂଦ୍ୱିତୀୟଥରପାଇଁପ୍ରଭାତକୁମାର ସାହୁଙ୍କୁକୋଷାଧ୍ୟକ୍ଷଭାବେଚୟନକରାଯାଇଥିଲା। ଆଗାମୀଦିନରେସାଧାରଣନିର୍ବାଚନଥିବାରୁସଂଘପୁର୍ବତନସଭାପତିମାଧବ ଚନ୍ଦ୍ର ଆପଟ, ବରିଷ୍ଠସଦସ୍ୟସନ୍ତୋଷ କୁମାରବିଷୋୟୀ, ଏବଂସୁଶାନ୍ତବେହରାଙ୍କୁଉପଦେଷ୍ଟାଭାବେଚୟନକରାଯାଇଥିଲା। ମୁଖ୍ୟ ଅତିଥିଶ୍ରୀପ୍ରଧାନସାମ୍ବାଦିକମାନେଗଣତନ୍ତ୍ରରଚତୁର୍ଥସ୍ତମ୍ଭଏବଂପୋଲିସସାମ୍ବାଦିକପରସ୍ପରପରିପୁରକବୋଲିପ୍ରକାଶକରିବା ସହଉଭୟଙ୍କକାର‌୍ୟ୍ୟଧାରାସମାଜମଙ୍ଗଳଉଦ୍ଦେଶ୍ୟରେଉଦ୍ଦିଷ୍ଟବୋଲିପ୍ରକାଶ କରିଥିଲେ।ନୁତନନିର୍ବାଚିତସଭାପତିଶ୍ରୀପାତ୍ରଆଗକୁନିର୍ବାଚନଥିବାରୁନିରପେକ୍ଷସମ୍ବାଦପରିବେଷଣପାଇଁସଦସ୍ୟମାନଙ୍କୁଆହ୍ୱାନଦେଇଥିଲେ।ଏହିସମସ୍ତକାର‌୍ୟ୍ୟକ୍ରମକୁସାମ୍ବାଦିକଚନ୍ଦନ ସାହୁ, ସୁର‌୍ୟ୍ୟ ତ୍ରିପାଠୀ, ସୁରେଶ ସୁବୁଦ୍ଧି, ରାଜେଶପାତ୍ର,ଅକ୍ଷୟଶତପଥୀ,ବିରୁପାକ୍ଷପାତ୍ର,ମଦନମୋହନପାଢୀପ୍ରମୁଖପରିଚାଳନାକରିଥିବାବେଳେଶିବରାମଓଧୋବାସହଯୋଗକରିଥିଲେ। କାର‌୍ୟ୍ୟକ୍ରମଶେଷରେଉପସଭାପତିଅଶ୍ୱିନୀ କୁମାର ମହାନ୍ତିଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ