ବ୍ରହ୍ମପୁର ଉପଖଣ୍ଡରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫

ବ୍ରହ୍ମପୁର,(ଅନିଲ କୁମାର):ବ୍ରହ୍ମପୁର ଉପଖଣ୍ଡରେ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ୨୦୨୫ କାର୍ଯ୍ୟକ୍ରମ ଚାଲୁଅଛି I ଏହି ସ୍ଵତନ୍ତ୍ର ଅଭିଯାନ ତା ୨୯.୧୦.୨୦୨୪ ରିଖ ଠାରୁ ଆରମ୍ଭ ହୋଇ ତା ୨୮.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଚାଲୁ ରହିବ I ଏହା ବ୍ୟତୀତ ସ୍ଵତନ୍ତ୍ର ଅଭିଯାନ ଗଲା ତା ୦୨.୧୧.୨୦୨୪ ରିଖରେ ହୋଇଥିଲା I ଏହା ପରେ ୧୦.୧୧.୨୦୨୪,୧୬.୧୧.୨୦୨୪ ଏବଂ ୨୪.୧୧.୨୦୨୪ରେ ଭୋଟର ତାଲିକା ସ୍ଵତନ୍ତ୍ର ଅଭିଯାନ ସମସ୍ତ ବୁଥ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀଙ୍କ ଦ୍ଵାରା ଅନୁଷ୍ଠିତ ହେବ I ଏଣୁ ସମସ୍ତଙ୍କୁ ଅନୁରୋଧ ଯେଉଁ ମାନେ ଯୋଗ୍ୟ ଭୋଟର ତାଲିକାରେ ନୂଆକରି ନାମ ପଞ୍ଜୀକରଣ, ସଂଶୋଧନ, ବାଦ ତାଲିକା ଓ ସ୍ଥାନାନ୍ତରଣ ଉକ୍ତ ଦିବସ ଗୁଡିକରେ ବୁଥ ମାନଙ୍କରେ ଉପସ୍ଥିତ ରହି ବୁଥ ସ୍ତରୀୟ ଅଧିକାରୀଙ୍କ ଦ୍ଵାରା ପଞ୍ଜୀକରଣ କରାଇପାରିବେ I ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ