ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା

ବ୍ର୍ରହ୍ମପର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦିଗନ୍ତ ରାଉତ ରାୟଙ୍କୁ ବୁଧବାର ଦିନ ବିଦାୟୀ କାଳିନ ସମ୍ଭର୍ଦ୍ଧନା ଦିଆଯାଇଛି । ଉପଜିଲ୍ଲାପାଳଙ୍କୁ ନୂତନ ଭାବରେ ଖୋର୍ଦ୍ଧା ଜିଲ୍ଲାର ପି ଡି ଡି ଆରଡିଏ ଭାବେ ବଦଳି କରାଯାଇଛି ।ଉପଜିଲ୍ଲାପାଳ ରାଉତରାୟ ଜଣେ ଆଦର୍ଶବାଦୀ କର୍ତ୍ତବ୍ୟନିଷ୍ଠା ପ୍ରଶାସନିକ ଅଧିକାରୀ ଭାବରେ ସେ ସୁଚାରୁ ରୁପେ ଦାଇତ୍ୱ ତୁଲାଇଥିଲେ । ଏହା ସହ ସମସ୍ତ କର୍ମଚାରୀଙ୍କ ନିକଟତର ହୋଇ ପ୍ର୍ରିୟ ହୋଇପାରିଥିଲେ ।ଏହି ସମ୍ବର୍ଦ୍ଧନା ଉସ୍ରବରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ