ବ୍ରହ୍ମପୁର ମହାନଗର ନିଗମ ତରଫରୁ ପରିଶ୍ରାଗାର ଉଦ୍‌ଘାଟନ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ସ୍ଥିତ ବଡ଼ବଜାର ଦେଶୀ ବେହେରା ତଥା ରାଜାଗୁର୍ଜୀ ସାହିରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ପରିଶ୍ରାଗାର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ନିଗମ କମିଶନର ଡ଼କଫର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଅତିଥିରୂପେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ପୂର୍ବତନ କର୍ପୋରେଟର ରାକେଶ ସାହୁ, ଡ଼େପୁଟି କମିଶନର ରୋମାଞ୍ଚଳ ଖମାରୀ, ପୂର୍ବତନ କର୍ପୋରେଟର ପି.ଆଶାରାଣୀ, ଟି.ଗୋପୀ, ସୁବାସ ମହାରଣା, ଟି.କିଶୋର, ଜିତେନ୍ଦ୍ର ପଟ୍ଟନାୟକ, ସୀମାଞ୍ଚଳ ସାହୁ, ତାରିଣୀ ସାହୁ, ଭାଗି ପଣ୍ଡା ଓ ଘନଶ୍ୟାମଙ୍କ ସମେତ ବଡ଼ ବଜାର ଅଞ୍ଚଳର ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ