ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ନବକଳେବର କେବେ

ମୋହନା, (ଅଂଶୁମାନ ପଣ୍ଡା) : ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବହୁତ ଗୁରୁତର ଦେଇ ବିକାଶ ପଥ କୁ ଆଗକୁ ନେଆଉଥିବା ଦେଖିବାକୁ ମେଳୁଛି ଯେପରିକି ପୁରୁଣା ବିଦ୍ୟାଳୟ କୋଠା ଗୁଡିକୁ୫ଟି ରେ ସାମିଲି କରି ଉର୍ଣ୍ଣତି କରଣ କରି ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରୁଛନ୍ତି ଯାଉଥିରେ କୀ ଛାତ୍ର ଛାତ୍ରୀ ମାନେ ଭୋଲ ପାଠ ପଢିବା ସହ ଆଗକୁ ବଡିବେ ହେଲେ ଓଡ଼ିଶାର ଦୃତୀୟ ବୃହତ୍ତମ ବ୍ଲକ ଗଜପତି ଜିଲ୍ଲା ର ମୋହନା ବ୍ଲକ ଏଠି ବିକାଶ ଯେମିତି କୋଚ୍ୟପ ଗତିରେ ଚାଲିଚି ସେଇପରି ଶିକ୍ଷା ମଧ୍ୟ ଚାଲିଛି ପ୍ରଥମେ ଦେଖିବାକୁ ଗଲେ ଏହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଦୀର୍ଘବର୍ଷ ହେଲା ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି ତାହା ପୂରଣ ହୋଇ ପାରୁନି ଜାହରି ଫୋଳ ରେ ଆର ଉଦୟଗିରି ଶିକ୍ଷା ଅଧିକାରୀବିଶ୍ୱନାଥ ଭୂଇଁ ଦାଇତ୍ଵ ରେ ରହିଛନ୍ତି ଯାହାଦ୍ୱାରା ଶିକ୍ଷା କ୍ଷେତ୍ର ରେ ପଛୁଆ ରହିଛି ସେଇପରି କିରାଣୀ ପଦବୀ ମଧ୍ୟ ଖାଲି ରହିଛି ଯାହା ଦ୍ୱାରା ଶିକ୍ଷକ ମାନେ ନିଜର ଆବଶ୍ୟକ ସ୍ଥଳେ କୋଣସୀ ଋଣ ପାଇଁ ଆବେଦନ କରିଲେ ମାସ ମାସ ସଂଖ୍ୟା ଲାଗୁଚି ହେଉନିମୋହନା ବ୍ଲକ ଏପରିକି ଦେଖିବାକୁ ଗଲେ I ମୋହନା ସରକାରୀଉଚ୍ଚ ପ୍ରାଥମିକବିଦ୍ୟାଳୟ ରେ ପିଲା ସଂଖ୍ୟା୨୨୫ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି୧୫,ମୋହନା ବାଳିକା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସଂଖ୍ୟା୩୧୫ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ୧୭, ରଙ୍ଗମାଟିଆ ରେ ପିଲା ସଂଖ୍ୟା୧୨୨ଶିକ୍ଷକ ଶିକ୍ଷୟିତ୍ରୀ୧୩ , କର୍ଚ୍ଚବାଡ଼ି ରେପିଲା ସଂଖ୍ୟା ୧୩୬ଶିକ୍ଷକ ଶିକ୍ଷୟିତ୍ରୀ୧୦,କେଚାପଙ୍କା ପିଲା୭୫ ଶିକ୍ଷକ ଶିକ୍ଷୟିତ୍ରୀ୮, ଲିଲିଗଡ ପିଲା୧୧୨ଶିକ୍ଷକ ଶିକ୍ଷୟିତ୍ରୀ୧୧, ଚାପଡ଼ପଙ୍କାପିଲା, ୫୬ଶିକ୍ଷକ ଶିକ୍ଷୟିତ୍ରୀ୮ ଏହି ଭଳି ଅନେକ ବିଦ୍ୟାଳୟ ରେ ପିଲା ସଂଖ୍ୟା କମ ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ଅଧିକ କିନ୍ତୁ ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆବଶ୍ୟକ ରହିଛି ସେଠି ନାହାନ୍ତି ଏଭଳିକ ବର୍ତ୍ତମାନ କିଛି ଦିନ ତଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସରକାର ଙ୍କ ନୟମ ଅନୁଯାଇ ପଦନିତ କରାଯାଇଛି ସେଠି ମଧ୍ୟ ଏଭଳି ହୋଇଛି ଯେଉଁ ବେକ୍ତି ଙ୍କୁ ନୟମ ଅନୁଯାଇ ବିଦ୍ୟାଳୟ ଦିଆ ଯାଇଥିବା ବେଳେ୭ଦିନ ନ ବିତୁଣୁ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଠାରୁ ପ୍ରତାପୁରୁବିଦ୍ୟାଳୟ କୁ ଉଚ୍ଚ ପଦବୀ ପାଇ ଯାଇଥିବା ଜନେକ ଶିକ୍ଷକ ବିଦ୍ୟାଳୟ କୁ ନ ଯାଇ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ରହି୨୦ହଜାର ରୁ୫୦ହଜାର ପଯନ୍ତ ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ଦେଇ ଦେପଡୁସେନ କରାଉଛନ୍ତି ଯାହା ଦ୍ୱାରା ପିଲା ଙ୍କ ପାଠ ପଢିବା ରେ ବାଧା ସୃଷ୍ଟି ହେଉଥିବା ମୃଦୁଗୁଞ୍ଜନ ସୁବୁଛି ଏଭଳି ଶିକ୍ଷକ ବିଦ୍ୟାଳୟ କୁ ନ ଯାଇ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ପଡି ରହି ମଧ୍ୟସ୍ତି କାମ କରିବା କେତେ ଦୂର ଠିକ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏଭଳି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିଭିନ ସମୟରେ କୋଣସୀ ସମସ୍ୟା ର ସମାଧାନ ପାଇଁ୫୦୦ରୁ ଆରମ୍ଭ କରି୨ହଜାର ପଯନ୍ତ ହାତ ଗୁଂଜା ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି ଉକ୍ତ ଶିକ୍ଷକ ଜଣକ ବହୁ ବର୍ଷ ଧରି ଶିକ୍ଷା ଅଧିକାରୀ ପଦବୀ ପୂରଣ ହୋଇପାରୁନି କାରଣ କୋଣ ନା ଉପରସ୍ଥ ଅଧିକାରୀ ଙ୍କୁ ଭିତିରି କାରବାର ରହିଛି ଜାହାଦ୍ୱାରା ପୂରଣ ହୋଇ ପାରୁନି ଅଧିକାରୀ ଙ୍କ ପଦବୀ ଏହି ପଦବୀ କୁ ପୂରଣ କରିବା ପାଇଁ କାହିଁକି ରାଜନେତା ମାନେ ମଧ୍ୟ ଇଚ୍ଛା ପ୍ରକାଶ କରିନାହାନ୍ତି କି ଆଗ୍ରହ ନୁହନ୍ତି ତାହା ପରିଲିଖିତ ହେଉଛି ଜଣେ ଶିକ୍ଷା ଅଧିକାରୀ ନିଯୁକ୍ତ ଦୁଇଟି ଦାଇତ୍ୱ ର ହୋଇ ବହୁତ ବଡ଼ ବ୍ଲକ ଭାର କିପରି ସୁଚାର କରୁଛନ୍ତି ତାହା କୋଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପଳାଙ୍କ ନଜର କୁ ଅସୁନିକି ତାହା ଏବେ ଅଭିବାବକ ମୋହଲ ରେ ଚର୍ଚ୍ଚା ଜୋର ଧରିଛି ମୋହନା ବ୍ଲକ ରେ ଶିକ୍ଷା ଅଧିକାରୀ ଙ୍କ ପଦବୀ ତୁରନ୍ତ ପୂରଣ କରିବା ସହ ଦୃନତି ରେ ଲିପ୍ତ ଥିବା ଅଧିକାରୀ ଓ ଶିକ୍ଷକ ଙ୍କୁ ତୁରନ୍ତ ବଦଳ ନ କରାଗଲେ ଆଗାମୀ ଦିନ ରେ ଅନ୍ଦଳନ କୁ ଉଲହିବେ ବୋଲି ଅଭିବାବକ ମାନେ କହିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ