ବ୍ୟାସନଗର ମୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଉତଙ୍କୁ କୋରନା ମହାଯୋଦ୍ଧା ସମ୍ମାନ

ଯାଜପୁର, (ଓ୍ବାଇଏନ୍ଏସ୍):ଗୋଟିଏ ଦାୟିତ୍ଵବାନ ସାମାଜିକ ସଙ୍ଗଠନ ହିସାବରେ ଲେଟ୍ସ୍ ସ୍ମାଇଲ୍ ର ଏକ ନିଆରା ପ୍ରୟାସ। ବିପଦକୁ ଖାତିର ନକରି ମହାମାରୀ କୋରନା ସମୟରେ ବିପଦରେ ପଡିଥିବା ଗରିବ,ଖଟିଖିଆ,ଅସହାୟ,ଦିନମଜୁରିଆ ମାନଙ୍କୁ ସେବା ଯୋଗାଇଥିବାରୁ ଆଜି ବ୍ୟାସନଗର ମୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ସମାଜସେବୀ ଶ୍ରୀମତି ସବିତା ରାଉତଙ୍କୁ ଙ୍କ ବାସଭବନରେ ଲେଟ୍ସ୍ ସ୍ମାଇଲ୍ ପହଞ୍ଚି ତାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ