ଭଦ୍ରକରେ ବିଷାକ୍ତ ମଦ ପିଇ ୯ ମୃତ୍ୟୁ , ୮୭ ଅସୁସ୍ଥ

ଭଦ୍ରକ ଜିଲ୍ଲାରେ ବିଷାକ୍ତ ମଦ ପିଇ ୮୭ ଜଣ ଅସୁସ୍ଥ ହୋଇଥିବା ବେଳେ ୯ ଜଣ ଙ୍କ ମୃତ ହୋଇଛି । ମୃତକ ମାନଙ୍କ ମଧରେ ତିହିଡିର ୫ ଜଣ ଓ ଚାନ୍ଦବାଲିର ୪ ଜଣ ବୋଲି ଜଣାପଡିଛି । ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ୍ଥିବା ବ୍ୟକ୍ତି ମାନଙ୍କୁ ଭଦ୍ରକ ମେଡିକାଲରେ ଚିକିସ୍ରା କରାଯାଉଛି । ଗୁରୁତର ଆହାତ ମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । ଏହି ଘଟଣାରେ ମଦର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଗ୍ରାମରେ ବିଷାକ୍ତ ମଦ ପିଇ ଗ୍ରାମ ର ଲୋକ ମାନେ ଅସୁସ୍ଥ ହୋଇଥିବାରୁ ଗ୍ରାମରେ କ୍ରନ୍ଦନର ଶବ୍ଦ ଶୁଣିବାକୁ ମିଳୁଛି କାହାରି ମୁହଁରେ ହସ ନାହିଁ । ଡେପୁଟି କମିସନର ତଦନ୍ତ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ