ଭବାନୀପାଟଣା ବସଷ୍ଟାଣ୍ଡ ରେ ଅଜଣା ବ୍ୟକ୍ତି ର ମୃତ ଦେହ ଉଦ୍ଧାର

କଳାହାଣ୍ଡି,(ୱାଇଏନ୍ଏସ୍): ଘଟଣାସ୍ଥଳରେ ପୋଲିସ ପହଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଦୋକାନୀଙ୍କ ସୁଚନା ଅନୁଯାୟୀ ବ୍ୟକ୍ତି ଜଣକ ବସ୍ ଷ୍ଟାଣ୍ଡରେ ଭିକ୍ଷା ବୃତ୍ତି କରୁଥିଲେ। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ