ଭାଜପା ର ସେବା, ସୁଶାସନ ଓ ଗରିବ କଲ୍ୟାଣ ଜନସଭା

ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଭାଜପା ତରଫରୁ ଗୁରୁବାର ସେବା, ସୁଶାସନ ଓ ଗରିବ କଲ୍ୟାଣ ଜନ ସଭା ଅନୁଷ୍ଠିତ ହୋଯାଇଅଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଶାସନ ର ଆଠ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ଭାଜପା ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଗ୍ରାମାଞ୍ଚଳ ରେ ପହଞ୍ଚି ପାରିବ ଏବଂ ଏହାର ସଫଳ କାର୍ଯ୍ୟ କା ରିତା ନେଇ ପ୍ରଚାର ପ୍ରସାର ଓ ସଚେତନତା ଦିଗରେ କାର୍ଯ୍ୟ କରିବା ନେ଼ଇ ଆଲୋଚନା ହୋଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଦାସ , ଜିଲା ଉପସଭାପତି ଝୁଲିମା ଦଳ ବେହେରା, ଜିଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ , ମଣ୍ଡଳ ସଭାପତି ନାରାୟଣ ପାତ୍ର, ସନ୍ତୋଷ ଲେଙ୍କା, ବାବୁଲା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ