ଭାରତୀୟ ଯବାନ ଗୁଳିରେ ୨ ପାକିସ୍ତାନି ଯବାନ ନିହତ

ଭାରତୀୟ ଯବାନ୍ ଗୁଳିରେ ୨ ପାକିସ୍ତାନ ଯବାନ ନିହତ ହୋଇଛନ୍ତି । ପାକିସ୍ତାନ ସରକାର ପାକିସ୍ତାନ ଯବାନଙ୍କ ମର ଶରୀରକୁ ଧଳା ଲୁଗା ଗୁଡାଇ ନେଇଯାଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ପୂର୍ବରୁ ପାକିସ୍ତାନ ଭାରତ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରି ଭାରତୀୟ ଯବାନ ମାନଙ୍କ ଉପରକୁୂ ହିଜାପୁର ସେକ୍ଟରରେ ଗୁଳି ମାଡ କରିଥିଲେ । ଭାରତୀୟ ଯବାନ ମାନେ ମଧ୍ୟ ପାଲଟା ଗୁଳିର ଯବାବ ଦେଇଥିଲେ । ଭାରତୀୟ ଯବାନ ଗୁଳିରେ ୨ ପାକିସ୍ତାନୀ ନିହତ ହୋଇଥିବା ବେଳେ ପାକିସ୍ତାନ ୨ ମର ଶରୀରକୁ ଧଳା କପଡା ଗୁଡାଇ ନେଇଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ