ଭାରତୀୟ ସେନାକୁ ସ୍ମରଣ କଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ- ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତକୁ ବିଜୟୀ କରିଥିବା ସେନାକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସେନା ଯେଉଁ ଇତିହାସ ରଚିଥିଲା ତାହା ସାରାଜୀବନ ମନେରହିବ ବୋଲି କହିଛନ୍ତି । ୧୯୭୧ ମସିହାରେ ଆଜିର ଦିନରେ ହୋଇଥିବା ଯୁଦ୍ଧରେ ପାକିସ୍ତାନର ୯୦ ହଜାର ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସେହି ଯୁଦ୍ଧର ଅନ୍ତ ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ