ଭାରତ ପାଇଁ ସଫଳତା ଆଣି ଦେଲେ ଜଗତଜିତ
ଭାରତ ପାଇଁ ଗୈାରବ ପୁଣି ଥରେ ୫ ବର୍ଷ ପାଇଁ ଅର୍ନ୍ତଜାତିୟ ନାର୍କୋଟିକ୍ସ କଣ୍ଟଲ ବୋର୍ଡ କୁ ନିର୍ବାଚିତ ହୋଇଛନ୍ତି ପ୍ରାର୍ଥୀ ଜଗତଜିତ ପଭଡିଆ । ଜାତିସଂଘ ର ଅର୍ଥନୀତି ଓ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବଚନ ହୋଇଥିଲା ମୋଟ ୫୪ ଜଣ ସଦସ୍ୟ ଙ୍କ ମଧ୍ୟରୁ ୧୫ ଜଣ ନାକୋଟିକ୍ସ କୋଣ୍ଟ୍ରଲ ବୋର୍ଡ ର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ରେ ଜଗତଜିତ ୪୪ ଟି ଭୋଟ ପଡିଥିଲା ଫଳରେ ଜଗତଜିତ ନାକୋଟିକ୍ସ କଣ୍ଟ୍ରଲ ବୋର୍ଡ ସ୍ଥାନ ପକ୍କା କରିଥିଲେ ।