ଭିଜିଲାନ୍ସ ଜାଲରେ ଚିକିତ୍ସାଳୟ ଅଧିକ୍ଷକ ପିତାମ୍ବର ଦାସ

(ଯୁଗାବ୍ଦ ନ୍ୟୁଜ )ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ପିତାମ୍ବର ଦାସ । ତାରସିଂ ଥାନା କଳୀଙ୍ଗପଦର ଗ୍ରାମ ର ଭାନୁମତୀ ବାରିକ ଙ୍କ ଠାରୁ ୫୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ।ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ର ନିଜ ପ୍ରକୋଷ୍ଠ ରୁ ଗିରଫ କରିଛି ଭିଜିଲାନ୍ସ।ଏହା ସହିତ ପିତାମ୍ବର ଙ୍କ ଭଞ୍ଜନଗର ସ୍ଥିତ ମାଲ ସାହି ଠାରେ ଥିବା ବାସଭବନ,ବ୍ରହ୍ମପୁର ର ଗଜପତି ନଗର,ଭୁବନେଶ୍ୱର ଏବଂ ଫୁଲବାଣୀ ଠାରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା।ପିତାମ୍ବର ଙ୍କୁ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ